- ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- ଆଜି ବିଧାନସଭାର ସର୍ବଦଳୀୟ ବୈଠକ ।
- ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ।
- ଆଜି ୬ ଜିଲ୍ଲାରେ ୨୩୯ ହାଇସ୍କୁଲ ରୂପାନ୍ତରଣ କରିବେ ମୁଖ୍ୟମନ୍ତ୍ରୀ ।
- ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି । ନୀତି ସମୟରେ ଦର୍ଶନ ବନ୍ଦ ।
- ଆଜି ପ୍ରଦୀପ ପାଣିଗ୍ରାହୀଙ୍କ ସୁପ୍ରିମକୋର୍ଟରେ ଶୁଣାଣି ।
- ଆସୁଛି ଆଉ ଏକ ବାତ୍ୟା । ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷିବ ।
- ଆଜିଠୁ ମେଡିକାଲ କାଉନସିଲ ଆରମ୍ଭ ।
- ଆଜିଠୁ ଆରମ୍ଭ ହେବ ଶିଶୁ ବିଧାନସଭା ।
- କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ଆଜି କଂଗ୍ରେସ ବିରୋଧୀ ଦଳମାନଙ୍କ ଏକ ବୈଠକ ଡାକିଛି ।
- ଆଜିଠୁ ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ କଲେଜ ।
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ମୁଖ୍ୟ ଖବର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- ଆଜି ବିଧାନସଭାର ସର୍ବଦଳୀୟ ବୈଠକ ।
- ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ।
- ଆଜି ୬ ଜିଲ୍ଲାରେ ୨୩୯ ହାଇସ୍କୁଲ ରୂପାନ୍ତରଣ କରିବେ ମୁଖ୍ୟମନ୍ତ୍ରୀ ।
- ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି । ନୀତି ସମୟରେ ଦର୍ଶନ ବନ୍ଦ ।
- ଆଜି ପ୍ରଦୀପ ପାଣିଗ୍ରାହୀଙ୍କ ସୁପ୍ରିମକୋର୍ଟରେ ଶୁଣାଣି ।
- ଆସୁଛି ଆଉ ଏକ ବାତ୍ୟା । ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷିବ ।
- ଆଜିଠୁ ମେଡିକାଲ କାଉନସିଲ ଆରମ୍ଭ ।
- ଆଜିଠୁ ଆରମ୍ଭ ହେବ ଶିଶୁ ବିଧାନସଭା ।
- କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ଆଜି କଂଗ୍ରେସ ବିରୋଧୀ ଦଳମାନଙ୍କ ଏକ ବୈଠକ ଡାକିଛି ।
- ଆଜିଠୁ ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ କଲେଜ ।
Last Updated : Nov 29, 2021, 7:11 AM IST