- ବିଶ୍ବକପରେ ଆଜି ଭାରତ-ପାକିସ୍ତାନ ମହାମୁକାବିଲା । ସବୁଠି ପ୍ରବଳ ଉତ୍ସାହ ।
- ଦୁଇଦିନିଆ ଜାମ୍ମୁ-କାଶ୍ମୀର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଆଇଆଇଟି ଜାମ୍ମୁର ନୂତନ ଗୃହ କରିବେ ଲୋକାର୍ପଣ।
- ଆଜି ଆଇଆଇଟି ଜମ୍ମୁରେ ଗବେଷଣା କେନ୍ଦ୍ରର ଉଦଘାଟନ କରିବେ ଅମିତ ଶାହ ।
- ଆଜି ମନ୍ କି ବାତ୍ର 82 ତମ ସଂସ୍କରଣରେ ଦେଶକୁ ସମ୍ବୋଧିତ କରିବେ ମୋଦି ।
- ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ସାନିଟାଇଜ ହେବ ମନ୍ଦିର ।
- ଆଜି ଅମ୍ରିତଙ୍କ ଫୁସଫୁସ ପ୍ରତିରୋପଣ । ଆଗାମୀ ଚିକିତ୍ସା ପାଇଁ ଅର୍ଥ ଚିନ୍ତା ।
- ଆଜି ଉତ୍ତର ପୂର୍ବ, ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରୁ ସମ୍ପୂର୍ଣ୍ଣ ବିଦାୟ ନେବ ମୌସୁମୀ ।
- ଆଜି କରୱା ଚୌଥ । ସ୍ବାମୀଙ୍କ ସୁରକ୍ଷା ଏବଂ ଦୀର୍ଘାୟୁ ପାଇଁ ଉପବାସ ରଖନ୍ତି ମହିଳା ।
- ଆଜି ବିଶ୍ବ ପୋଲିଓ ଦିବସ । ପୋଲିଓ ଟିକା ତିଆରି କରିଥିବା ଜନ ସାଲ୍କଙ୍କ ଜନ୍ମଦିନ ଅବସରରେ ପାଳନ ହୁଏ ଏହି ଦିବସ ।
- T-20 WC । ପ୍ରଥମ ମୁକାବିଲାରେ ଆଜି ବାଂଲାଦେଶକୁ ଭେଟିବ ଶ୍ରୀଲଙ୍କା ।
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜିର ବଡ ଖବର
- ବିଶ୍ବକପରେ ଆଜି ଭାରତ-ପାକିସ୍ତାନ ମହାମୁକାବିଲା । ସବୁଠି ପ୍ରବଳ ଉତ୍ସାହ ।
- ଦୁଇଦିନିଆ ଜାମ୍ମୁ-କାଶ୍ମୀର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଆଇଆଇଟି ଜାମ୍ମୁର ନୂତନ ଗୃହ କରିବେ ଲୋକାର୍ପଣ।
- ଆଜି ଆଇଆଇଟି ଜମ୍ମୁରେ ଗବେଷଣା କେନ୍ଦ୍ରର ଉଦଘାଟନ କରିବେ ଅମିତ ଶାହ ।
- ଆଜି ମନ୍ କି ବାତ୍ର 82 ତମ ସଂସ୍କରଣରେ ଦେଶକୁ ସମ୍ବୋଧିତ କରିବେ ମୋଦି ।
- ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ସାନିଟାଇଜ ହେବ ମନ୍ଦିର ।
- ଆଜି ଅମ୍ରିତଙ୍କ ଫୁସଫୁସ ପ୍ରତିରୋପଣ । ଆଗାମୀ ଚିକିତ୍ସା ପାଇଁ ଅର୍ଥ ଚିନ୍ତା ।
- ଆଜି ଉତ୍ତର ପୂର୍ବ, ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରୁ ସମ୍ପୂର୍ଣ୍ଣ ବିଦାୟ ନେବ ମୌସୁମୀ ।
- ଆଜି କରୱା ଚୌଥ । ସ୍ବାମୀଙ୍କ ସୁରକ୍ଷା ଏବଂ ଦୀର୍ଘାୟୁ ପାଇଁ ଉପବାସ ରଖନ୍ତି ମହିଳା ।
- ଆଜି ବିଶ୍ବ ପୋଲିଓ ଦିବସ । ପୋଲିଓ ଟିକା ତିଆରି କରିଥିବା ଜନ ସାଲ୍କଙ୍କ ଜନ୍ମଦିନ ଅବସରରେ ପାଳନ ହୁଏ ଏହି ଦିବସ ।
- T-20 WC । ପ୍ରଥମ ମୁକାବିଲାରେ ଆଜି ବାଂଲାଦେଶକୁ ଭେଟିବ ଶ୍ରୀଲଙ୍କା ।
Last Updated : Oct 24, 2021, 7:22 AM IST