- ଆଜିଠୁ ଏନସିସିର ମହାନଦୀ ନୌକା ଚାଳନା ଅଭିଯାନ।
- ଆଜିଠୁ ଭାରତ ସିରିଜ ଗାଡି ପଞ୍ଜୀକରଣ।
- ଆଜି ତାଳଚେର-ଅନୁଗୁଳ ରୁଟରେ 4 ଟ୍ରେନ ବାତିଲ । ମାଲବାହୀ ଟ୍ରେନ ଲାଇନଚ୍ୟୁତ ପରେ ପଦକ୍ଷେପ।
- ଆଜି ଶୁଭାରମ୍ଭ ହେବ ସଂସଦ ଟିଭି। ଲୋକସଭା ଓ ରାଜ୍ୟସଭା ଟିଭିର ମିଶ୍ରଣରେ ନୂଆ ରୂପରେ ଆସିବ ସଂସଦ ଟିଭି।
- ଆଜି ରାଜ୍ୟର କୋଭିଡ ସ୍ଥିତି ଓ ଅନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଚ୍ଚସ୍ତରୀୟ ସମୀକ୍ଷା ।
- ଦେଶର ବିଭିନ୍ନ ରାଜ୍ୟରୁ ଆତଙ୍କବାଦୀ ଗିରଫ ଘଟଣା। ଆଜି ଗୃହମନ୍ତ୍ରଣାଳୟର ବଡ ବୈଠକ।
- ଆଜି ଭାରତ-ଜାପାନ ବୈଦେଶିକମନ୍ତ୍ରୀଙ୍କ ଦ୍ବିପାକ୍ଷିକ ବୈଠକ।
- ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ ପ୍ରସଙ୍ଗ। ଆଜି କୋର୍ଟରେ ହାଜର ହେବେ ଗିରଫ ଅଭିଯୁକ୍ତ।
- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସମୀକ୍ଷା ବୈଠକ। ଅପରାହ୍ନରେ ପ୍ରେସମିଟ।
- ଆଜିବି ଛେଚିବ ବର୍ଷା। ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି। ସତର୍କ ରହିବାକୁ ଆଇଏମଡିର ପରାମର୍ଶ।
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜିର ପ୍ରମୁଖ ଖବର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- ଆଜିଠୁ ଏନସିସିର ମହାନଦୀ ନୌକା ଚାଳନା ଅଭିଯାନ।
- ଆଜିଠୁ ଭାରତ ସିରିଜ ଗାଡି ପଞ୍ଜୀକରଣ।
- ଆଜି ତାଳଚେର-ଅନୁଗୁଳ ରୁଟରେ 4 ଟ୍ରେନ ବାତିଲ । ମାଲବାହୀ ଟ୍ରେନ ଲାଇନଚ୍ୟୁତ ପରେ ପଦକ୍ଷେପ।
- ଆଜି ଶୁଭାରମ୍ଭ ହେବ ସଂସଦ ଟିଭି। ଲୋକସଭା ଓ ରାଜ୍ୟସଭା ଟିଭିର ମିଶ୍ରଣରେ ନୂଆ ରୂପରେ ଆସିବ ସଂସଦ ଟିଭି।
- ଆଜି ରାଜ୍ୟର କୋଭିଡ ସ୍ଥିତି ଓ ଅନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଚ୍ଚସ୍ତରୀୟ ସମୀକ୍ଷା ।
- ଦେଶର ବିଭିନ୍ନ ରାଜ୍ୟରୁ ଆତଙ୍କବାଦୀ ଗିରଫ ଘଟଣା। ଆଜି ଗୃହମନ୍ତ୍ରଣାଳୟର ବଡ ବୈଠକ।
- ଆଜି ଭାରତ-ଜାପାନ ବୈଦେଶିକମନ୍ତ୍ରୀଙ୍କ ଦ୍ବିପାକ୍ଷିକ ବୈଠକ।
- ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ ପ୍ରସଙ୍ଗ। ଆଜି କୋର୍ଟରେ ହାଜର ହେବେ ଗିରଫ ଅଭିଯୁକ୍ତ।
- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସମୀକ୍ଷା ବୈଠକ। ଅପରାହ୍ନରେ ପ୍ରେସମିଟ।
- ଆଜିବି ଛେଚିବ ବର୍ଷା। ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି। ସତର୍କ ରହିବାକୁ ଆଇଏମଡିର ପରାମର୍ଶ।
Last Updated : Sep 15, 2021, 7:22 AM IST