ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜିର ପ୍ରମୁଖ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Sep 11, 2021, 7:19 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

1- ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ସମଗ୍ର ପଶ୍ଚିମାଞ୍ଚଳ ଉତ୍ସବ ମୁଖର ।

2-ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ। ଆଜି କଟକରେ ଶାନ୍ତି କମିଟି ବୈଠକ। ଆଗାମୀ ପଦକ୍ଷେପ ନେଇ ହେବ ଆଲୋଚନା ।

୩-ଆଜି 9/11 ୱାର୍ଲ୍ଡ ଟ୍ରେଡ ଉପରକୁ ଆକ୍ରମଣ ଘଟଣାର 20 ବର୍ଷ ପୂର୍ତ୍ତି । ସାରା ବିଶ୍ବ ଦେଉଛି ଶ୍ରଦ୍ଧାଞ୍ଜଳି ।

4-ଆଜି ଉତ୍ତରପ୍ରଦେଶ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆହ୍ଲାବାଦ ହାଇକୋର୍ଟ ବିଲ୍ଡିଂ ଓ ଲ’ କଲେଜର ରଖିବେ ଭିତ୍ତି ପ୍ରସ୍ତର ।

5-ଆଜି ଅହମ୍ମଦାବାଦର ସର୍ଦ୍ଦାର ଭବନକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି ।

6-ଆଜି ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା। ମୁଖ୍ୟମନ୍ତ୍ରୀ ଭିସି ଯୋଗେ କରିବେ ଶୁଭାରମ୍ଭ ।

7- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଅପରାହ୍ନରେ ପ୍ରେସମିଟ ।

8- ଆଜି ଭାରତ-ଅଷ୍ଟ୍ରେଲିଆ ୨+୨ ମନ୍ତ୍ରୀସ୍ତରୀୟ ବୈଠକ। ଭାରତ ଗସ୍ତରେ ଅଛନ୍ତି ଅଷ୍ଟ୍ରେଲିଆର ୨ ମନ୍ତ୍ରୀ।

9-ଆଜି କେନ୍ଦ୍ର ଶିଶୁ ମହିଳା ମନ୍ତ୍ରଣାଳୟର ପୋଷଣ ମାହା କାର୍ଯ୍ୟକ୍ରମ। ମଣିପୁରରେ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

10-ଆଜି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି । 48 ଘଣ୍ଟାରେ ନେବ ଅବପାତର ରୂପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.