- ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଏକମୋ ସେବା । ମୁଖ୍ୟମନ୍ତ୍ରୀ କରିବେ ମେସିନର ଉଦଘାଟନ ।
- ଆଜି ଲଦାଖରେ ୩ଟି ସାମ୍ବିଧାନିକ ପ୍ରକଳ୍ପର ଉଦଘାଟନ କରିବେ ଲୋକସଭା ବାଚସ୍ପତି ।
- କାବୁଲରେ ସିରିଜ ବିସ୍ଫୋରଣ ପରେ ଆଜି ଜାତିସଂଘର ଜରୁରୀ ବୈଠକ।
- ଆଜି ଆଫଗାନ ସଂକଟ ନେଇ ପୁଣି ଫ୍ରାନ୍ସ, ୟୁଏସ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ବୈଦେଶିକ ମନ୍ତ୍ରୀ ।
- ଆଜି ଦେଶରେ ସୀମାପାର ଆତଙ୍କବାଦ ଆଶଙ୍କା ନେଇ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ।
- ଆଜି ଅଯୋଧ୍ୟା ଓ ଲକ୍ଷ୍ନୌରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ।
- ଆଜି ରାଜ୍ୟରେ ଆରଏସଏସର ସାମାଜିକ କାର୍ଯ୍ୟକ୍ରମର ସମୀକ୍ଷା କରିବେ ସଙ୍ଘ ମୁଖ୍ୟ ଡ.ମୋହନ ଭାଗବତ।
- ଆଜି ବର୍ଷା-ଅନୁଭବ ଛାଡପତ୍ର ମାମଲାର ଶୁଣାଣି ।
- ଆଜି ପାରାଲିମ୍ପିକ୍ସର ଚତୁର୍ଥ ଦିନ।
- ଦେଶ ପାଳୁଛି ସ୍ବାଧୀନତାର ୭୫ ବର୍ଷ । ଏହାକୁ ନେଇ ଫିଲ୍ମ 'ଚିତ୍ରାଞ୍ଜଳି'ର ଶୁଭାରମ୍ଭ କରିବେ କେନ୍ଦ୍ର ସରକାର।
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜିର ବଡ ଖବର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
- ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଏକମୋ ସେବା । ମୁଖ୍ୟମନ୍ତ୍ରୀ କରିବେ ମେସିନର ଉଦଘାଟନ ।
- ଆଜି ଲଦାଖରେ ୩ଟି ସାମ୍ବିଧାନିକ ପ୍ରକଳ୍ପର ଉଦଘାଟନ କରିବେ ଲୋକସଭା ବାଚସ୍ପତି ।
- କାବୁଲରେ ସିରିଜ ବିସ୍ଫୋରଣ ପରେ ଆଜି ଜାତିସଂଘର ଜରୁରୀ ବୈଠକ।
- ଆଜି ଆଫଗାନ ସଂକଟ ନେଇ ପୁଣି ଫ୍ରାନ୍ସ, ୟୁଏସ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ବୈଦେଶିକ ମନ୍ତ୍ରୀ ।
- ଆଜି ଦେଶରେ ସୀମାପାର ଆତଙ୍କବାଦ ଆଶଙ୍କା ନେଇ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ।
- ଆଜି ଅଯୋଧ୍ୟା ଓ ଲକ୍ଷ୍ନୌରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ।
- ଆଜି ରାଜ୍ୟରେ ଆରଏସଏସର ସାମାଜିକ କାର୍ଯ୍ୟକ୍ରମର ସମୀକ୍ଷା କରିବେ ସଙ୍ଘ ମୁଖ୍ୟ ଡ.ମୋହନ ଭାଗବତ।
- ଆଜି ବର୍ଷା-ଅନୁଭବ ଛାଡପତ୍ର ମାମଲାର ଶୁଣାଣି ।
- ଆଜି ପାରାଲିମ୍ପିକ୍ସର ଚତୁର୍ଥ ଦିନ।
- ଦେଶ ପାଳୁଛି ସ୍ବାଧୀନତାର ୭୫ ବର୍ଷ । ଏହାକୁ ନେଇ ଫିଲ୍ମ 'ଚିତ୍ରାଞ୍ଜଳି'ର ଶୁଭାରମ୍ଭ କରିବେ କେନ୍ଦ୍ର ସରକାର।
Last Updated : Aug 27, 2021, 7:22 AM IST