ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଦେଶ-ଦୁନିଆ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : May 30, 2021, 7:01 AM IST

Updated : May 30, 2021, 7:37 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ମୋଦି ସରକାରଙ୍କ 7 ବର୍ଷ ପୂର୍ତ୍ତି । ଆଜିର ଦିନକୁ ଦେଶବ୍ୟାପୀ 'ସେବା ଦିବସ' ପାଳିବ ବିଜେପି ।

2. ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମନକି ବାତ୍' କାର୍ଯ୍ୟକ୍ରମ

3. ଆଜି 2 ଜିଲ୍ଲାରେ ଟୀକାକରଣ । କଟକ ଓ ପୁରୀ ଜିଲ୍ଲାରେ ହେବ ଟୀକାକରଣ ।

4. ଆଜି ଜନଜାତି ସଂଗ୍ରହାଳୟରେ ଜୁଆଙ୍ଗ ଜନଜାତିଙ୍କ ଜୀବନଶୈଳୀକୁ ଭର୍ଚ୍ଚୁଆଲରେ ଦେଖିବେ ଦର୍ଶକ ।

5. କୋରୋନା ସଂକ୍ରମଣ ଯୋଗୁଁ ଆଜି ପୂର୍ବତଟ ରେଳପଥର 5 ଯୋଡା ଟ୍ରେନ ବାତିଲ ।

6. ଆଜିଠୁ ଜୁନ୍ 7 ଯାଏଁ ଦିଲ୍ଲୀରେ ପୁଣି ବଢିଲା ଲକଡାଉନ

7.ବଦଳିବ ଶିକ୍ଷା ବର୍ଷ କ୍ୟାଲେଣ୍ଡର । କୋରୋନାକୁ ଦୃଷ୍ଟିରେ ରଖି ଯୋଜନା କରୁଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ।

8. ଦେଶରେ କୋଭିଡ ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ।

9. ଆଜିଠୁ ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ।

10. ଆଜିଠୁ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ ରାଉଣ୍ଡ । ପ୍ରଥମ ଥର ପାଇଁ ମ୍ୟାଚ୍ ଦେଖିବେ ଦର୍ଶକ ।

Last Updated : May 30, 2021, 7:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.