ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜିର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 26, 2021, 7:06 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ତାଣ୍ଡବ ରଚିବ ବାତ୍ୟା ୟସ୍‌ । ବାସୁଦେବପୁର-ବାହାନଗାରେ କରିପାରେ ଲ୍ୟାଣ୍ଡଫଲ ।

2. ବାତ୍ୟା ଯୋଗୁଁ ଆଜି 11 ଜିଲ୍ଲାରେ ଟୀକାକରଣ ବନ୍ଦ ।

3. ଆଜି ବି ବାତ୍ୟା ପାଇଁ ବନ୍ଦ ରହିବ ରଥ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାରଙ୍କ ସୂଚନା ।

4. ବାତ୍ୟା ପାଇଁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ କଟକ-ବାଲେଶ୍ବର 16 ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲଠାରେ ସିଲ୍‌ ।

5. ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉଡିବନି କୌଣସି ବିମାନ । ବାତ୍ୟାକୁ ନଜରରେ ରଖି କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ।

6. ଆଜି ରାଜଧାନୀରେ ବାତ୍ୟା ପାଇଁ ଟୀକାକରଣ ବନ୍ଦ । ଆଜି ସ୍ଲଟ ବୁକିଂ କରିଥିବା ହିତାଧିକାରୀ 29ରେ ନେବେ ଟିକା ।

7. କୃଷି ଆଇନ ବିରୋଧରେ ଆଜି ବ୍ଲାକ ଫ୍ଲାଗ ଡେ ବା କଳା ପତାକା ଦିବସ ପାଳିବେ ଆନ୍ଦୋଳନରତ ଚାଷୀ ।

8. ଆଜି ବର୍ଷର ଓ ଶତାବ୍ଦୀର ବୃହତ ଚନ୍ଦ୍ରଗ୍ରହଣ । ଅପରାହ୍ନ 2.17ରେ ପୃଥିବୀର ଉପଛାୟାରେ ପ୍ରବେଶ କରିବ ଚନ୍ଦ୍ର ।

9. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସ୍ଥିତି ସମୀକ୍ଷା । ଅପରାହ୍ନରେ ପ୍ରେସମିଟ ।

10. ମହାରାଷ୍ଟ୍ରରେ ଲକଡାଉନ ବଢାଇବା କିମ୍ବା ଅନଲକ କରିବା ନେଇ ଆଜି ରାଜ୍ୟ ସରକାର ନେବେ ଚୂଡ଼ାନ୍ତ ନିଷ୍ପତ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.