ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 22, 2021, 7:08 AM IST

Updated : May 22, 2021, 7:24 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି କେନ୍ଦୁଝର ଓ ସୋନପୁରରେ ଟୀକାକରଣ ବନ୍ଦ । ବାକି ଜିଲ୍ଲାର 592 କେନ୍ଦ୍ରରେ ଦିଆଯିବ ଟିକା ।

2. ଆଜି ଲକଡାଉନ-2ର ତୃତୀୟ ଦିନ । ଅମାନିଆଙ୍କୁ ସାବାଡ କରୁଛି ପ୍ରଶାସନ ।

3. ଆଜିଠୁ ଭୁବନେଶ୍ବର ସୁପରଫାଷ୍ଟ ସ୍ପେଶାଲ ଟ୍ରେନକୁ ବାତିଲ କରିଛି ଦକ୍ଷିଣ-ପୂର୍ବ ରେଳ ବିଭାଗ ।

4. ଆଜି ରାଜ୍ୟରେ ଜାରି ରହିବ ସପ୍ତାହନ୍ତ ସଟଡାଉନ । କଡାକଡି ଚେକିଂ ଓ ବ୍ଲକିଂ ।

5. ଉତ୍ତର ଉପକୂଳକୁ ୟଶ ଭୟ । ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣିବଳୟ ଆଜି ନେବ ଲଘୁଚାପର ରୂପ ।

6. ଆଜି ଦେଶର କୋଭିଡ ସ୍ଥିତି ଓ ମେଡିକାଲ ଭିତ୍ତିଭୂମିକୁ ନେଇ ପୁଣି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ।

7. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସ୍ଥିତି ସମୀକ୍ଷା । ଅପରାହ୍ନରେ ପ୍ରେସମିଟ ।

8. ଆଜି ରାଜ୍ୟର କୋଭିଡ ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

9. ଆଜି ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ । ପରିବେଶର ସୁରକ୍ଷା ବାବଦରେ ସଚେତନତା ଦିବସର ମୂଳ ଲକ୍ଷ୍ୟ ।

10. ଆଜି ରାଜ୍ୟରେ କାଳବୈଶାଖୀ ଯୋଗୁଁ ପାଗ ଥଣ୍ଡା ରହିବ । ବାତ୍ୟା ଯୋଗୁଁ 25ରେ ହୋଇପାରେ ପ୍ରବଳ ବର୍ଷା ।

Last Updated : May 22, 2021, 7:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.