ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 14, 2021, 7:03 AM IST

Updated : May 14, 2021, 7:24 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଷାନର ଅଷ୍ଟମ କିସ୍ତି ।

2. ଅକ୍ଷୟ ତୃତୀୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଆଜି ଆସିବ କାଳିଆ ଯୋଜନା ଟଙ୍କା ।

3. ଆଜି ରାଜ୍ୟରେ 315 କେନ୍ଦ୍ରରେ ଟିକାଦାନ । ଜଗତସିଂହପୁର ଓ ସୋନପୁର ଦିଆଯିବନି ଟିକା ।

4. ଇଦ୍ ପାଇଁ ଆଜି କଟକ ସହରର ସମସ୍ତ କେନ୍ଦ୍ରରେ ବନ୍ଦ ରହିବ ଟୀକାକରଣ ।

5. ଆଜି ମୁସଲିମ ସମ୍ପ୍ରଦାୟର ବଡ ପର୍ବ ଇଦ୍-ଉଲ୍-ଫିତର । ଘରେ ରହି ସମସ୍ତେ ପଢିବେ ନମାଜ ।

6. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସ୍ଥିତି ସମୀକ୍ଷା ।

7. ଆଜି ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହ ଛୁଇଁବ ଚୀନର ଝୁରୋଙ୍ଗ ରୋଭର ।

8. ଟିକା ଅଭାବରୁ ଆଜିଠୁ କର୍ଣ୍ଣାଟକରେ 18-44 ବର୍ଷ ବୟସ୍କଙ୍କ ଟୀକାକରଣକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ।

9. ଆଜି 80 ମେଟ୍ରିକଟନ ମେଡିକାଲ ଅକ୍ସିଜେନ ସହ ତାମିଲନାଡୁରେ ପହଞ୍ଚିବ ଏହାର ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ ।

10. ଆଜି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜାରି ରହିବ ବିଜୁଳି, ଘଡ଼ଘଡ଼ି ସହ ଝଡବର୍ଷା ।

Last Updated : May 14, 2021, 7:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.