ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 6, 2021, 7:00 AM IST

Updated : May 6, 2021, 7:46 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ଦେଶର କୋଭିଡ ସ୍ଥିତି, ଅକ୍ସିଜେନ ଓ ମେଡିକାଲ ଭିତ୍ତିଭୂମି ନେଇ ପୁଣି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ।

2. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସ୍ଥିତି ସମୀକ୍ଷା । ଅପରାହ୍ନରେ ପ୍ରେସମିଟ ।

3. ଆଜି ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଅମ୍ଳଜାନ ସଙ୍କଟ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ।

4. ଆଜି ବେଙ୍ଗାଲୁରୁ ବାୟୁସେନା ଷ୍ଟେସନରେ 100 ଶଯ୍ୟା ବିଶିଷ୍ଟ କୋଭିଡ କେନ୍ଦ୍ର ହେବ କାର୍ଯ୍ୟକ୍ଷମ ।

5. ଆଜିଠୁ ମେ 6 ପର୍ଯ୍ୟନ୍ତ କର୍ଣ୍ଣାଟକକୁ ଦୈନିକ 20 ହଜାର ରେମଡେସିଭିର ଯୋଗାଇବ ଉତ୍ପାଦନ କମ୍ପାନୀ ।

6. ଆଜି ରାଜ୍ୟରେ ତାଲାବନ୍ଦର ଦ୍ବିତୀୟ ଦିନ । ପ୍ରଥମ ଦିନରେ ଅମାନିଆଙ୍କଠୁ 80 ହଜାର ଜୋରିମାନା ଆଦାୟ ।

7. ଆଜି ରାଜ୍ୟରେ 9ଟି ଜିଲ୍ଲାରେ ଟୀକାକରଣ ବନ୍ଦ ।

8. ଆଜି ରାଜ୍ୟର କୋଭିଡ ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

9. ଗତ 7 ଦିନ ଧରି ସିଲ ଥିବା ଭୁବନେଶ୍ବର କୋର୍ଟ ଆଜି ଖୋଲିବ । ଫୌଜଦାରୀ ମାମଲାର ଜାମିନ ଓ ଦେୱାନୀ ମାମଲାର ହେବ ଶୁଣାଣି ।

10. ଆଜିଠାରୁ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ।

Last Updated : May 6, 2021, 7:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.