ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - news today 7 am

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର
ଆଜି ଦିନର ବଡ ଖବର
author img

By

Published : Apr 28, 2021, 7:09 AM IST

ଆଜି ଦିନର ବଡ ଖବର

1-ଆଜି ପଞ୍ଚଭୂତରେ ବିଲୀନ ହେବେ ବିଶିଷ୍ଟ ସାହିତ୍ୟିକ, କଥାକାର ମନୋଜ ଦାସ ।

2-ଆଜି ଠାରୁ କୋଭିଡ ଟିକା ପାଇଁ 18 ରୁ 45 ବର୍ଷ ପର୍ଯ୍ୟନ୍ତ ନାଗରିକଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ।

3-ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିନ । ରାଜ୍ୟବ୍ୟାପୀ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ ।

4-ଆଜି କାଳବୈଶାଖୀ ସମ୍ଭାବନା । 9 ଜିଲ୍ଲାରେ କାଳବୈଶାଖୀ ହେବା ନେଇ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

5- ଆଜି ଦେଶର କୋଭିଡ ସ୍ଥିତି ନେଇ ବିଭିନ୍ନ ମନ୍ତ୍ରଣାଳୟ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି ।

6- ଆଜି ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସ୍ଥିତି ସମୀକ୍ଷା କରିବେ ଗୃହମନ୍ତ୍ରୀ ଅମିତ ଶାହା ।

7- ଆଜି ଦେଶରେ କୋରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଓ WHO ମଧ୍ୟରେ ବୈଠକ ।

8- ଆଜି ବିଭିନ୍ନ ସେନା କ୍ୟାମ୍ପ ପରିଦର୍ଶନରେ ଯିବେ ସ୍ଥଳସେନା ଅଧ୍ୟକ୍ଷ । କୋଭିଡ ସ୍ଥିତି ମୁକାବିଲା ପାଇଁ ସେନା ପ୍ରସ୍ତୁତିର କରିବେ ସମୀକ୍ଷା ।

9- ଆଜି ରାଜ୍ୟର କୋରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

10-ଆଜି IPL ରେ ଚେନ୍ନାଇ ସୁପରକିଙ୍ଗ୍ସ ଓ ହାଇଦ୍ରାବାଦ ମଧ୍ୟରେ କଡ଼ା ଟକ୍କର । ନୂଆଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ହେବ ମ୍ୟାଚ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.