1.ଆଜିଠୁ ଶ୍ରୀମନ୍ଦିରରେ କୋରୋନା କଟକଣା କଡାକଡି। ସାଧାରଣ ଦର୍ଶନ ବନ୍ଦ ।
2.ଆଜିଠୁ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ । ସେବାୟତ ଆକ୍ରାନ୍ତ ଚିହ୍ନଟ ପରେ ନିଷ୍ପତ୍ତି ନେଇଛି ବିଏମସି ।
3.ଆଜିଠୁ ରାଜ୍ୟର ସମସ୍ତ ସ୍କୁଲ,କଲେଜ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ।
4.ରାଜ୍ୟରେ ଉପର ମୁହାଁ ପାରଦ । ଆଜିଠୁ ଆଗାମୀ ତିନି ଦିନ ବୃଦ୍ଧି ପାଇବ ତାପମାତ୍ରା ।
5.ଆଜି ଲିଙ୍ଗରାଜ ମନ୍ଦିରରେ ନେତ୍ର ଉତ୍ସବ । କଡା କଟକଣାରେ ହେବ ରୁକୁଣା ରଥଯାତ୍ରା ।
6.ଆଜିଠୁ ସମଲେଶ୍ବରୀ ମନ୍ଦିରରେ ଦର୍ଶନ କଟକଣା । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ।
7.ଆଜିଠୁ ରାଜ୍ୟର 1021 କେନ୍ଦ୍ରରେ ଦିଆଯିବ କୋରୋନା ଟିକା । ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗର ସୂଚନା ।
8.ଆଜି ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଚାର । କରିବେ ଚାରୋଟି ନିର୍ବାଚନୀ ସଭା ।
9.ଆଜି ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପ୍ରଚାର । କରିବେ ଚାରୋଟି ନିର୍ବାଚନୀ ସଭା ।
10.ଆଜି ଆଇପିଏଲ ମହାସମର । ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ।