ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଇଟିଭି ଭାରତ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
News today
author img

By

Published : Apr 18, 2021, 7:05 AM IST

Updated : Apr 18, 2021, 7:26 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1.ଆଜିଠୁ ରାଜ୍ୟର ଆଠ ଜିଲ୍ଲାରେ ଟିକାକରଣ ବନ୍ଦ । ଟିକା ଅଭାବରୁ ହେଉଛି ବନ୍ଦ ।

2.ଆଜି ରାଜ୍ୟର କୋରୋନା ସ୍ଥିତ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

3.ଆଜିଠୁ ବିଏମସିର 36 କେନ୍ଦ୍ରରେ ଜୋରଦାର ହେବ କୋରୋନା ପରୀକ୍ଷା ।

4.ଆଜି ବି ବନ୍ଦ ରହିବ ଶ୍ରୀମନ୍ଦିର ସାଧାରଣ ଦର୍ଶନ ।

5.ଆଜି ଚୈତ୍ର ନବରାତ୍ରର ଷଷ୍ଠ ଦିନ । ପୂଜା ପାଉଛନ୍ତି କାତ୍ୟାୟନୀ ।

6.ଆଜି ପଶ୍ଚିମବଙ୍ଗରେ ପ୍ରଚାର କରିବେ ଗୃହମନ୍ତ୍ରୀ ଅମିତ ଶାହ । ସାଧାରଣ ସଭା ଓ ରୋଡ ଶୋ କରିବେ ଶାହ ।

7.ଆଜି କୃଷକ ନେତା ରାକେଶ ଟିକାୟତ ଜାମସେଦପୁରରେ ଚାଷୀଙ୍କୁ ଭେଟିବେ ।

8.ଆଜିଠୁ ଟୋକିଓ ଅଲମ୍ପିକ ପାଇଁ ଭାରତୀୟ ମହିଳା ହକି ଦଳର ପ୍ରସ୍ତୁତି ଶିବିର ।

9.ଆଜି ଆଇପିଏଲରେ ଡବଲ ହେଡର ମ୍ୟାଚ । ପ୍ରଥମ ମ୍ୟାଚରେ କେକେଆରକୁ ଭେଟିବ ଆରସିବି ।

10.ସେହିପରି ଆଜି ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ ।

Last Updated : Apr 18, 2021, 7:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.