ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Mar 17, 2021, 7:01 AM IST

Updated : Mar 17, 2021, 7:09 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର..

1. କୋରୋନା ମୁକାବିଲାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ।

2. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସମୀକ୍ଷା ବୈଠକ ।

3. ଆଜିଠୁ ମଧ୍ୟପ୍ରଦେଶ ଓ ଗୁଜୁରାଟର ଛଅଟି ସହରରେ ନାଇଟ କର୍ଫ୍ୟୁ ।

4. ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଆଜି ନିର୍ବାଚନୀ ଇସ୍ତାହାର ପତ୍ର ଜାରି କରିବ ଟିଏମସି ।

5. ଆଜି ଆସାମରେ ତିନୋଟି ରାଲି କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

6. ଆଜିଠୁ ଦକ୍ଷିଣ ପୂର୍ବାଞ୍ଚଳ ରେଳପଥରେ ଡିଏମୟୁ ପାସେଞ୍ଜର ଚଳାଚଳ କରିବ ।

7. ଆଜି ସଂସଦ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ଦିନ । ଆସିବ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ।

8. ଆଜି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିନ ।

9. ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ମହିଳା ଜାତୀୟ ଏକାଡେମୀ ହକି ପ୍ରତିଯୋଗୀତା ।

10. ସଡକ ସୁରକ୍ଷା ବିଶ୍ବ ସିରିଜ । ଆଜି ଇଣ୍ଡିଆ-ଇଣ୍ଡିଜ ସେମି ଫାଇନାଲ ।

Last Updated : Mar 17, 2021, 7:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.