ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Mar 11, 2021, 6:59 AM IST

Updated : Mar 11, 2021, 7:18 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
ବଡ ଖବର

1. ଆଜି ମହାଶିବରାତ୍ରୀ । ସାରା ଦେଶର ଶୈବପୀଠରେ ଭକ୍ତିର ପରିବେଶ ।

2. ଆଜି ରାତି 10 ଟାରେ ଉଠିବ ଲିଙ୍ଗରାଜ ମନ୍ଦିରରେ ମହାଦୀପ ।

3. ମହାଶିବରାତ୍ରୀ ପାଇଁ ଉତ୍ତରାଖଣ୍ଡ, ହିମାଚଳ ଓ କୋଇମ୍ବାଟୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

4. ଆଜି ଠାରୁ ମହାକୁମ୍ଭ ମେଳା । ହରିଦ୍ବାରରେ ସାହି ବୁଡ ପକାଇଲେ ଶ୍ରଦ୍ଧାଳୁ ।

5.ଆଜି ପ୍ରଧାନମନ୍ତ୍ରୀ ସକାଳ 10.30 ରେ ଭଗବତ ଗୀତା କିଣ୍ଡଳ ବର୍ଜନର କରିବେ ଉଦଘାଟନ ।

6. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।

7. ଆଜି କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଦେଶର ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା ଓ ସମୀକ୍ଷା ।

8. ଆଜି ପଶ୍ଚିମବଙ୍ଗରେ ଜମିବ ପ୍ରଚାର । ବିଜେପି, ଟିଏମସି ଓ କଂଗ୍ରେସର ସ୍ବତନ୍ତ୍ର ଅଭିଯାନ । ଟିଏମସିର ଆଜି ଆସିବ ନାହିଁ ନିର୍ବାଚନୀ ଇସ୍ତାହାର ।

9. ଆଜି ଠାରୁ ରାଜ୍ୟରେ 4ଦିନ ପର୍ଯ୍ୟନ୍ତ ବଜ୍ରପାତ ବର୍ଷା ଆଶଙ୍କା । ବିଭିନ୍ନ ସ୍ଥାନରେ କାଳ ବୈଶାଖି ।

10. ଆଜି ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ସମାରୋହ ଦିବସ । ସଂସ୍କୃତି ବିଭାଗ ପକ୍ଷରୁ ପୂର୍ବାହ୍ନ 11 ଟାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

Last Updated : Mar 11, 2021, 7:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.