ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଇଟିଭି ଭାରତ ଟପ୍‌ ନ୍ୟୁଜ

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
author img

By

Published : Mar 10, 2021, 7:01 AM IST

ବଡ ଖବର

1. ଆଜି ନୂଆପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 4 ହଜାର କୋଟିର ପ୍ରକଳ୍ପର ହେବ ଶିଳାନ୍ୟାସ ଓ ଉଦଘାଟନ ।

2. ଆଜି କୋଟିଆ ଗସ୍ତରେ ଯିବେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।

3. ଆଜି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ହେବ ଘୋଷଣା । କିଏ ହେବେ ମୁଖ୍ୟମନ୍ତ୍ରୀ ଜାରି ରହିଛି ସସପେନ୍ସ ।

4. ଆଜି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ତୃତୀୟ ଦିନ । ସଂସଦରେ ଆସିବ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ।

5. ପଶ୍ଚିମବଙ୍ଗ ନିର୍ବାଚନ । ଆଜି ନନ୍ଦିଗ୍ରାମରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

6. ଆଜି ହରିୟାଣା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ । ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ଖଟ୍ଟର ସରକାର ।

7. ଆଜି ନିର୍ବାଚନ ଆୟୋଗଙ୍କ ଉଚ୍ଚସ୍ତରୀୟ ବୈଠକ । 5 ଟି ରାଜ୍ୟର ନିର୍ବାଚନ ସ୍ଥିତି ଓ ବ୍ୟବସ୍ଥା କରିବେ ରିଭ୍ୟୁ ।

8. ଆଜି ତାମିଲନାଡୁର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ।

9. ଆଜି କୋଲକାତା ବେଆଇନ ଖଣି ଖନନ ଓ କୋଇଲା ଦୁର୍ନୀତି ଉପରେ ସୁପ୍ରିମକୋର୍ଟରେ ହେବ ଶୁଣାଣି ।

10. ଆଜି ବିଜେପି ସଂସଦୀୟ ବୋର୍ଡ ବୈଠକ । 5 ଟି ରାଜ୍ୟର ନିର୍ବାଚନ ରଣନୀତି ଉପରେ ବାଜିବ ମୋହର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.