ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ETV BHARAT TOP NEWS

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
author img

By

Published : Mar 9, 2021, 7:13 AM IST

Updated : Mar 9, 2021, 7:19 AM IST

ବଡ ଖବର

1. ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଫେନି ନଦୀ ଉପରେ ନିର୍ମିତ ମୈତ୍ରୀ ସେତୁର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

2. ଆଜି ପ୍ରଧାନମନ୍ତ୍ରୀ ଶ୍ରୀମଦ ଭଗବତ ଗୀତା ଶ୍ଲୋକ ଉପରେ 21 ଜଣ ବିଦ୍ବାନଙ୍କ ବାଖ୍ୟା 11 ଅଧ୍ୟାୟ ବିଶିଷ୍ଟ ପାଣ୍ଡୁଲିପି ଉନ୍ମୋଚନ କରିବେ ।

3. ଆଜି ତ୍ରିପୁରାକୁ ମିଳିବ ଅନେକ କେନ୍ଦ୍ରୀୟ ପ୍ରକଳ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ଉଦଘାଟନ ।

4. ସଂସଦ ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଆଜି ଦ୍ବିତୀୟ ଦିନ । ବିଭିନ୍ନ ପ୍ରସଙ୍ଗରେ ଆସିବ ଗୁରୁତ୍ବପୂର୍ଣ୍ଣ ବିଲ ।

5. ଆଜି ବିଜେପି ସଂସଦୀୟ ବୋର୍ଡ ବୈଠକ । 5 ଟି ରାଜ୍ୟ ନିର୍ବାଚନ ଓ ଦଳୀୟ ପ୍ରସଙ୍ଗରେ ଆସିବ ବଡ ନିଷ୍ପତ୍ତି ।

6. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ । ଅପରାହ୍ନରେ ପ୍ରେସମିଟ ।

7. ଆଜି ଯୋଗଦେବେ ନୂଆ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

8. ସଡକ ସୁରକ୍ଷା ବିଶ୍ବ ସିରିଜ । ଆଜି ଭାରତ ଲିଜେଣ୍ଡସ୍‌କୁ ଭେଟିବ ଇଂଲଣ୍ଡ ଲିଜେଣ୍ଡସ୍‌ ।

9. ଆଜି ଭାରତ-ଦ.ଆଫ୍ରିକା ମହିଳା ମଧ୍ୟରେ ଲକ୍ଷ୍ନୌରେ ଖେଳାଯିବ 2ୟ ଦିନିକିଆ ମ୍ୟାଚ ।

10. ISL-7ର ଫାଇନାଲ ମୁକାବିଲାରେ ସ୍ଥାନ ପକ୍କା କରିବା ପାଇଁ ଆଜି ଲଢିବେ ଏଟିକେ ମୋହନ ବାଗନ ଓ ନର୍ଥଇଷ୍ଟ ୟୁନାଇଟେଡ ।

Last Updated : Mar 9, 2021, 7:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.