ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Mar 1, 2021, 7:01 AM IST

Updated : Mar 1, 2021, 7:08 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜିଠାରୁ ଟିକା ନେବେ ବରିଷ୍ଠ ନାଗରିକ । 60 ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ନେବେ ଟିକା ।

2. ଆଜିଠାରୁ ସକାଳୁଆ ସ୍କୁଲ । ସକାଳ 7ଟାରୁ ଆରମ୍ଭ ହେବ ପାଠପଢା ।

3. ଟୀକାକରଣକୁ ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ । ଅପରାହ୍ନରେ ପ୍ରେସମିଟ ।

4. ଆଜି ସାଗରମାଳା ଅନ୍ତର୍ଗତ ଅନେକ ଯୋଜନାର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

5. ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାଶୀ ଗସ୍ତର ଦ୍ବିତୀୟ ଦିନ । ବିଭିନ୍ନ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମରେ ହେବେ ସାମିଲ ।

6. ଆଜି ପଶ୍ଚିମବଙ୍ଗ ଓ ଆସାମରେ ବିଜେପିର ତୁଙ୍ଗନେତା କରିବେ ନିର୍ବାଚନୀ ପ୍ରଚାର ।

7. ଆଜି ଦୁଇ ଦିନିଆ ଆସାମ ଗସ୍ତରେ ଯିବେ ପ୍ରିୟଙ୍କା ଗାନ୍ଧୀ ।

8. ଆଜି ବିବାହ କରିବେ ଏସିଡ୍‌ ପୀଡିତା ପ୍ରମୋଦିନୀ । ଝଙ୍କଡରେ ହେବ ବାହାଘର ।

9. ଆଜି 1999 ଗଣଦୁଷ୍କର୍ମ ମାମଲା । 19 ବର୍ଷ ପରେ ଆଜି ହାଇକୋର୍ଟରେ ହେବ ଶୁଣାଣି ।

10. ଆଜି ବିବାହ କରିବେ ସବ୍ୟାର୍ଚ୍ଚିତା । ରାଜସ୍ଥାନରେ ହେବ ବିବାହ ।

Last Updated : Mar 1, 2021, 7:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.