ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଇଟିଭି ଭାରତ ଟପ୍‌ ନ୍ୟୁଜ

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
author img

By

Published : Mar 1, 2021, 7:01 AM IST

Updated : Mar 1, 2021, 7:08 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜିଠାରୁ ଟିକା ନେବେ ବରିଷ୍ଠ ନାଗରିକ । 60 ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ନେବେ ଟିକା ।

2. ଆଜିଠାରୁ ସକାଳୁଆ ସ୍କୁଲ । ସକାଳ 7ଟାରୁ ଆରମ୍ଭ ହେବ ପାଠପଢା ।

3. ଟୀକାକରଣକୁ ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ । ଅପରାହ୍ନରେ ପ୍ରେସମିଟ ।

4. ଆଜି ସାଗରମାଳା ଅନ୍ତର୍ଗତ ଅନେକ ଯୋଜନାର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

5. ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାଶୀ ଗସ୍ତର ଦ୍ବିତୀୟ ଦିନ । ବିଭିନ୍ନ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମରେ ହେବେ ସାମିଲ ।

6. ଆଜି ପଶ୍ଚିମବଙ୍ଗ ଓ ଆସାମରେ ବିଜେପିର ତୁଙ୍ଗନେତା କରିବେ ନିର୍ବାଚନୀ ପ୍ରଚାର ।

7. ଆଜି ଦୁଇ ଦିନିଆ ଆସାମ ଗସ୍ତରେ ଯିବେ ପ୍ରିୟଙ୍କା ଗାନ୍ଧୀ ।

8. ଆଜି ବିବାହ କରିବେ ଏସିଡ୍‌ ପୀଡିତା ପ୍ରମୋଦିନୀ । ଝଙ୍କଡରେ ହେବ ବାହାଘର ।

9. ଆଜି 1999 ଗଣଦୁଷ୍କର୍ମ ମାମଲା । 19 ବର୍ଷ ପରେ ଆଜି ହାଇକୋର୍ଟରେ ହେବ ଶୁଣାଣି ।

10. ଆଜି ବିବାହ କରିବେ ସବ୍ୟାର୍ଚ୍ଚିତା । ରାଜସ୍ଥାନରେ ହେବ ବିବାହ ।

Last Updated : Mar 1, 2021, 7:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.