ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Feb 27, 2021, 7:01 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
ବଡ ଖବର

1. ଆଜି ଭାରତ ଖେଳନା ମେଳାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2. ଆଜି ଦିଲ୍ଲୀ ବିଶ୍ବବିଦ୍ୟାଳୟର 97 ତମ ବାର୍ଷିକ କନଭୋକେସନରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

3. ଆଜି କୋରୋନାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ ।

4. ଆଜି ବିଧାନସଭା ବଜେଟ ଅଧିବେଶନର ନବମ ଦିନ । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା ।

5. ଆଜି ମାଘ ପୂର୍ଣ୍ଣମୀ । ମହାପ୍ରଭୁଙ୍କ ଗଜୋଦ୍ଧାରଣ ବେଶ ।

6. ଆଜି ସରିବ ଖଣ୍ଡଗିରି କୁମ୍ଭମେଳା । ବଢୁଛି ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠା ।

7. ଆଜି ବାରଣାସୀ ଯିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ।

8. ଆଜି ଆସାମର AIUDF ର ନେତାଙ୍କୁ ଭେଟିବେ ଆରଜେଡି ନେତା ତେଜସ୍ବୀ ଯାଦବ ।

9. ଆଜିଠୁ ଅଲ ଇଣ୍ଡିଆ ବକ୍ସିଂ ଚାମ୍ପିଅନସିପ୍‌ । 16 ରାଜ୍ୟରୁ ମୁଷ୍ଟି ଯୋଦ୍ଧା କରିବେ ଅଂଶଗ୍ରହଣ ।

10. ଆଜି ISLରେ ଓଡିଶା-ଇଷ୍ଟ ବେଙ୍ଗଲ ମଧ୍ୟରେ ଟକ୍କର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.