ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Feb 26, 2021, 7:01 AM IST

Updated : Feb 26, 2021, 7:13 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
ବଡ ଖବର

1. ଆଜି ଭାରତ ବନ୍ଦ । ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା ।

2. ଆଜିଠୁ 4 ଦିନିଆ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

3. ଆଜି ତାମିଲନାଡୁ NGR ବିଶ୍ବବିଦ୍ୟାଳୟ ଦିକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି ।

4. ଆଜି ବାଲାକୋଟ ଏୟାର ଷ୍ଟ୍ରାଇକକୁ 2 ବର୍ଷ । ବାୟୁସେନାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

5. ଆଜି ପଶ୍ଚିମବଙ୍ଗ ଗସ୍ତରେ ଯିବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ବଜେପିର ପରିବର୍ତ୍ତନ ଯାତ୍ରାରେ ହେବେ ସାମିଲ ।

6. ଆଜିଠୁ ହିମାଚଳ ପ୍ରଦେଶର ବଜେଟ ଅଧିବେଶନ ଆରମ୍ଭ ।

7. ଆଜି ବିଧାନସଭା ବଜେଟ ଅଧିବେଶନର ଅଷ୍ଟମ ଦିବସ । ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା ।

8. ଆଜି ଗୁଲମର୍ଗରେ ଖେଲୋ ଇଣ୍ଡିଆର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ପୂର୍ବାହ୍ନ 11 ଟାରେ କାର୍ଯ୍ୟକ୍ରମ ।

9. ଆଜି ବିଜୟ ହଜାରେ ଟ୍ରଫିରେ ମୁହାଁମୁହିଁ ହେବେ ଓଡିଶା-ବିହାର ।

10. ଆଜି ISLରେ ନର୍ଥ ଇଷ୍ଟ ୟୁନାଇଟେଡ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ମୁକାବିଲା ।

Last Updated : Feb 26, 2021, 7:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.