ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Feb 22, 2021, 7:00 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ରାଜ୍ୟ ବଜେଟ । ବିଧାନସଭାରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

2. ସଂଖ୍ୟାଲଘୁରେ ପୁଡୁଚେରୀ ସରକାର । ଆଜି ହେବ ଆସ୍ଥା ଭୋଟ୍‌ ।

3. ଆଜି ଆସାମ ଓ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଅନେକ ପ୍ରକଳ୍ପର କରିବେ ଶୁଭାରମ୍ଭ ।

4. ଆଜି ମଧ୍ୟ ପ୍ରଦେଶ ସ୍ଥିତ ଇଗ୍ନୋ ଆଦିବାସୀ ବିଶ୍ବବିଦ୍ୟାଳୟର ସମାନବର୍ତ୍ତନ ଉତ୍ସବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ହେବେ ସାମିଲ ।

5. ଆଜି କେରଳରେ ପଦଯାତ୍ରା କରିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

6. ଦୁଇ ଦିନିଆ ମରିସସ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆଜି ବିଭିନ୍ନ ପ୍ରସଙ୍ଗରେ କରିବେ ଆଲୋଚନା ।

7. ରାଜ୍ୟରେ ଆହୁରି ଦୁଇ ଦିନ ରହିବ କୁହୁଡି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ।

8. ସରକାରଙ୍କ ଉପେକ୍ଷା ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇବେ ସବୁ ବର୍ଗର କଳାକାର ।

9. ଆଜି ବିଜୟ ହଜାରେ ଟ୍ରଫିରେ ରେଲୱେକୁ ଭେଟିବ ଓଡିଶା ।

10. ଆଜି ISLରେ ହାଇଦ୍ରାବାଦ ଓ ଏଟିକେ ମୋହନ ବାଗନ ମଧ୍ୟରେ ଲଢେଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.