ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ETV Bharat

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର,
ଆଜିର ବଡ ଖବର,
author img

By

Published : Feb 7, 2021, 7:02 AM IST

ଆଜିର ବଡ ଖବର,

1- ଆଜି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । BPCL ର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର କରିବେ ଉଦଘାଟନ ।

2- ଆଜି ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ‘ଆସୋମ ମାଲା’ର ଶୁଭାରମ୍ଭ କରିବା ସହ ବିଭିନ୍ନ କଲ୍ୟାଣକାରୀ ପ୍ରକଳ୍ପର କରିବେ ଶିଳାନ୍ୟାସ ।

3- ଆଜି ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଭିନ୍ନ ଧାର୍ମିକ, ସାମାଜିକ ଓ ଶିକ୍ଷାଦାନ କାର୍ଯ୍ୟକ୍ରମରେ ହେବେ ସାମିଲ ।

4- 16 ତମ ସଂସ୍କରଣ ଯୁଦ୍ଧ ଅଭ୍ୟାସ ପୂର୍ବରୁ ଆଜି ସ୍ଥଳସେନାର ଶେଷ ପ୍ରସ୍ତୁତି ବୈଠକ ।

5- ଆଜି BRO ଦ୍ବାରା ନିର୍ମିତ ଉତ୍ତରାଖଣ୍ଡରେ ସ୍ଥଳସେନାର ପ୍ରକଳ୍ପ ଉଦଘାଟନ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

6-ଆଜି ରେଳ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପପର ସମୀକ୍ଷା କରିବେ ରେଳମନ୍ତ୍ରୀ ।

7- ଆଜି ରାଜ୍ୟର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

8- ଆଜି ମଧ୍ୟ ରାଜ୍ୟରେ ଜାରି ରହିବ କୋରୋନା ଯୋଦ୍ଧାଙ୍କୁ କୋଭିଡ ଟୀକାକରଣ ।

9- ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିବସ ।

10-ଆଜି ISLରେ ଡବଲହେଡର ମ୍ୟାଚ । ହାଇଦ୍ରାବାଦ ବନାମ ନର୍ଥଇଷ୍ଟ ଓ ମୁମ୍ବାଇ ବନାମ ଗୋଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.