ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Feb 3, 2021, 7:05 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
ବଡ ଖବର

1. ଆଜି ମହାପ୍ରଭୁଙ୍କ ବନକଲାଗି । 4 ଘଣ୍ଟା ବନ୍ଦ ରହିବ ଦର୍ଶନ ।

2. ଆଜି ବିଏମସିର ଅନେକ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

3. ରାଜ୍ୟର 17 ଜିଲ୍ଲାରେ ଆଜି ହେବନି କୋଭିଡ୍‌ ଟୀକାକରଣ ।

4. ଆଜି ବି ରାଜ୍ୟରେ ଅନୁଭୂତ ହେବ ଭୀଷଣ ଥଣ୍ଡା । ଥରିବ ଓଡିଶା ।

5. ଆଜି ସଂସଦ ବଜେଟ ଅଧିବେଶନର ତୃତୀୟ ଦିବସ । ରାଜ୍ୟସଭାରେ ଆସିବ 3 ଟି ଗୁରୁତ୍ବପୂର୍ଣ୍ଣ ବିଲ ।

6. ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ହେବ ଆଲୋଚନା ।

7. ଆଜି ପୂର୍ବାହ୍ନରେ କେନ୍ଦ୍ର କ୍ୟାବିନେଟ । ବଡ ପ୍ରସ୍ତାବ ଉପରେ ବାଜିବ ମୋହର ।

8. ଆଜିଠୁ ଏରୋ ଇଣ୍ଡିଆ ସୋ । ବୀରତ୍ବ ଦେଖାଇବ ବାୟୁସେନା ।

9.ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଆଜି ଅଭ୍ୟାସ ଆରମ୍ଭ କରିବେ ପାଣ୍ଡ୍ୟା ।

10. ଆଜି ISLରେ କେରଳ ବ୍ଲାଷ୍ଟର୍ସକୁ ଭେଟିବ ମୁମ୍ବାଇ ସିଟି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.