ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - TOP NEWS

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର
ଆଜିର ବଡ ଖବର
author img

By

Published : Jan 8, 2021, 6:59 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. କୋଭିଡ ଟିକା ପାଇଁ ଆଜି ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ ।

2. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ଟିକା ଯୋଗାଣ ପାଇଁ ହେବ ନିଷ୍ପତ୍ତି ।

3. ଆଜି ଅର୍ଥ ମନ୍ତ୍ରଣାଳୟର ବଜେଟ ପ୍ରସ୍ତୁତି ବୈଠକ ।

4. ଆଜି ଏମଏସଏମଇ ମନ୍ତ୍ରଣାଳୟର ଅନେକ ପ୍ରକଳ୍ପ ହେବ ଶୁଭାରମ୍ଭ ।

5. ଆଜି ସରକାର-କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ।

6. ଆଜି ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ଡିଜିପି ମୁଖ୍ୟାଳୟ ଘେରିବ ରାଜ୍ୟ ବିଜେପି ।

7. ଆଜି ଠାରୁ ରାଜ୍ୟରେ ଖୋଲିବ ଦଶମ ଓ ଦ୍ଵାଦଶ ଶ୍ରେଣୀ ।

8. ଆଜି ଖୋଲିବ ରାଜ୍ୟର ବିଭିନ୍ନ ଫିଲ୍ମ ହଲ ।

9. ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟର ଦ୍ଵିତୀୟ ଦିନ ।

10. ଆଜି ISLରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଓ ହାଇଦ୍ରାବାଦ ମଧ୍ୟରେ ହେବ ଟକ୍କର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.