ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Dec 23, 2020, 7:17 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
ବଡ ଖବର

1.ଆଜିଠୁ ଖୋଲିବ ଶ୍ରୀମନ୍ଦିର । ସକାଳ 7ଟାରୁ ଦର୍ଶନ ।

2. ଆଜି କେନ୍ଦ୍ର କ୍ୟାବିନେଟ ବୈଠକ । ଆସିବ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

3. ଆଜି କେନ୍ଦ୍ରୀୟ ବଜେଟ 2020-21 ନେଇ ଅର୍ଥମନ୍ତ୍ରଣାଳୟ ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ ମଧ୍ୟରେ ଆଲୋଚନା ।

4. ଆଜି ମଧ୍ୟ ଜାରି ରହିବ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଆଚାର୍ଯ୍ୟ ଦେବ ଭଃବ କାର୍ଯ୍ୟକ୍ରମ ।

5. ଆଜି RBI ଗଭର୍ଣ୍ଣରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଦ୍ରାନୀତି ନେଇ କରିବେ RBI ଅଧିକାରୀଙ୍କ ସହ ବୈଠକ ।

6. ଆଜି ଅନେକ କେନ୍ଦ୍ରୀୟ ପ୍ରକଳ୍ପର ଶିଳାନ୍ୟାସ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

7. ଆଜି ରାଜ୍ୟର ଅନେକ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

8. ଆଜି ପାଠକ ବାପ ପୁଅଙ୍କ ଜାମିନ ଶୁଣାଣି ।

9. ନୟାଗଡ ନାବାଳିକାକୁ ନ୍ୟାୟ ଦାବିରେ ଆଜି ଚତୁର୍ଥ ଦିନରେ ବିଜେପିର ପଦଯାତ୍ରା ।

10 . ଆଜି ISLରେ ଜାମସେଦପୁର ଓ ଗୋଆ ମଧ୍ୟରେ ଟକ୍କର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.