ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - ବଡଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର
author img

By

Published : Nov 14, 2020, 7:21 AM IST

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର

1. ଆଜି ଆଲୋକର ପର୍ବ ଦୀପାବଳି । କୋରୋନା କଟକଣାରେ ପାଳିତ ହେବ ଏଥର ପର୍ବ ।

2. ଦୀପାବଳିକୁ ନେଇ ଉତ୍ସବମୁଖର ଦେଶ । ବିନା ବାଣରେ ହେବ ସେଲିବ୍ରେସନ ।

3. ଆଜି ତେଲେଙ୍ଗାନାରେ ଫୁଟିବ ବାଣ । 2 ଘଣ୍ଟା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ ।

4. ଦୀପାବଳି ପାଇଁ ଡିସିପିଙ୍କ ଚେତାବନୀ, ବାଣ ଫୁଟାଇଲେ ଘରେ ପହଞ୍ଚିବ ପୋଲିସ ।

5. ଆଜି ବିନ୍ଦୁ ସାଗରରେ ହେବନି ପୟା ଶ୍ରାଦ୍ଧ । ଲିଙ୍ଗରାଜ ମନ୍ଦିର ସିଂହଦ୍ବାରରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ମନା ।

6. ଆଜି ଗଡିବନି ମୋ ବସ । ପାସ୍ କାଉଣ୍ଟର ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲ ବି ବନ୍ଦ ।

7. ଆଜି ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ । ଗୁଜୁରାଟରେ ଯବାନଙ୍କ ସହ ମନାଇବେ ଉତ୍ସବ ।

8. ଆ ଜିଠୁ ବଢିବ ଶୀତ । ପରବର୍ତ୍ତୀ ଦୁଇରୁ ତିନି ଯାଏଁ 2 ରୁ 3 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିବ ପାରଦ ।

9. ଆଜି ଶିଶୁ ଦିବସ । ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ ଜନ୍ମ ଦିନ ।

10.ଆଜି ବିଶ୍ବ ମଧୁମେହ ଦିବସ । ଜନସଚେତନ ସୃଷ୍ଟି କରିବାକୁ ପାଳିତ ହୁଏ ଏହି ଦିବସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.