ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଟେନ

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

NEWS@11AM
NEWS@11AM
author img

By

Published : Dec 30, 2020, 11:03 AM IST

1-ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗ:ଗଭୀର ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ପଦ୍ମଶ୍ରୀ ଶାନ୍ତନୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକବ୍ୟକ୍ତ ।

2-24 ଘଣ୍ଟାରେ 20,550 ନୂଆ ଆକ୍ରାନ୍ତ ଚିହ୍ନଟ, 286 ମୃତ

ଡରାଉଛି କୋରୋନାର ନୂଆ ଷ୍ଟ୍ରେନ । ବର୍ତ୍ତମାନ ବ୍ରିଟେନରୁ ଫେରିଥିବା 20 ଜଣଙ୍କ ନିକଟରେ ଏହି ନୂଆ ଷ୍ଟ୍ରେନ ନଜର ଆସିଛି ।

3-ପୋଲିସ ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଆୟ ବର୍ହୁଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତିର୍ତ୍ତୋଲ ଥାନାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ।

4-ଲୟାପୋରାରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ

କାଶ୍ମୀରର ଲୟାପୋରା ଅଞ୍ଚଳରେ ଭାରତୀୟ ସେନା ଓ ଆତଙ୍କବାଦଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଆତଙ୍କବାଦ ନିପାତ ।

5-ଆତଙ୍କବାଦୀ ଆକ୍ରମଣକୁ ରୋକିବାକୁ ଭାରତର ଯଥେଷ୍ଟ ସାମର୍ଥ୍ୟ ରଖିଛି: ରାଜନାଥ ସିଂହ

ଦେଶରୁ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ଭାରତ ପାଖରେ ଯଥେଷ୍ଟ ସାମର୍ଥ୍ୟ ଅଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

6-ଦେଶରେ କୋରୋନା ମୃତକଙ୍କ ମଧ୍ୟରେ 70% ପୁରୁଷ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଏଯାବତ କୋରୋନା ମହାମାରୀରେ ସମଗ୍ର ଦେଶରେ ମୃତ୍ୟୁବରଣ କରିଥିବା ପ୍ରାୟ ୧.୪୭ ଲକ୍ଷ ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ପୁରୁଷ ।

7-ଆସନ୍ତା 15 ପର୍ଯ୍ୟନ୍ତ ମୁମ୍ବାଇରେ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ

କୋରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ମୁମ୍ବାଇର ସମସ୍ତ ସ୍କୁଲ ଏବଂ କଲେଜ 2021 ଜାନୁୟାରୀ 15 ପର୍ଯ୍ୟନ୍ତ ବନ୍ଦ ରହିବ।

8-ଛତିଶଗଡରେ ହେବ ଦେଶର ପ୍ରଥମ ଇଥାନଲ ପ୍ଲାଣ୍ଟ

ଦେଶକୁ ମିଳିବ ପ୍ରଥମ ଇଥାନଲ ପ୍ଲାଣ୍ଟ । ଏନେଇ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି ଛତିଶଗଡ ସରକାର ।

9-କୋରୋନା ମୁକ୍ତ ହେଲେ ରକୁଲ

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଫ୍ୟାନ୍ସଙ୍କୁ କୋରୋନା ନେଗେଟିଭ ହେବା କଥା ଜଣାଇଲେ ରକୁଲ ।

10-ନୂଆ ବର୍ଷରେ ଆସିବ ନୂଆ ଫିଲ୍ମ

ଖୁବଶୀଘ୍ର ଆସିବାକୁ ଯାଉଛି ମୌଳିକ ବିଷୟବସ୍ତୁକୁ ନେଇ ଆଧାରିତ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.