1-ଦେଶରେ କମିଲା କୋରୋନା ସଂକ୍ରମଣ, 24 ଘଣ୍ଟାରେ 30548 ପଜିଟିଭ
ପୂର୍ବ ଅପେକ୍ଷା ଧିରେ ଧିରେ କମୁଛି କୋରୋନା ସଂକ୍ରମଣ। ମୃତ୍ୟୁ ସଂଖ୍ୟାରେ ମଧ୍ୟ ଘଟିଛି ହ୍ରାସ ।
2-ନଭେମ୍ବର 15 ସୁଦ୍ଧା ଦେଶରେ ସରିଛି 12 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR
ଦେଶରେ କୋରୋନା ସଂକ୍ରମଣକୁ ଆୟତ୍ତକୁ ଆଣିବାକୁ ଦେଶରେ ଅହରହ ଚାଲିଛି କୋରୋନା ସାମ୍ପଲ ଟେଷ୍ଟ ।
3-ଆଜି ‘Statue of Peace ’ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
ଆଜି 151 ତମ ଗୁରୁ ବଲ୍ଲଭଙ୍କ ଜୟନ୍ତୀ ଅବସରରେ ‘Statue of Peace ’ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ।
4-ବିହାର ରାଜନୀତି: ତାରାକିଶୋର ପ୍ରସାଦ ଓ ରେଣୁ ଦେବୀ ହେବେ ଉପମୁଖ୍ୟମନ୍ତ୍ରୀ!
ବିହାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦୁଇ ବିଜେପି ନେତା । ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ନେବେ ଶପଥ ।
5-ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ 40 ଯାତ୍ରୀ
6-ଆଜି ଜାତୀୟ ପ୍ରେସ ଦିବସ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
7-'ଭାଇ ଦୁଜ୍' ଶୁଭେଚ୍ଛା ଭେଟିଦେଲେ ପ୍ରଧାନମନ୍ତ୍ରୀ ମୋଦି
ଆଜି 'ଭାଇ ଦୁଜ୍' । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି ।
8-ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡର ଉତ୍ତରକାଶୀ ଯମୁନାଘାଟିରେ ରବିବାର ରାତିରେ ଭୂକମ୍ପ ଅନୁଭୂତ ହୋଇଛି ।
9-ପଣ୍ଡ ହେଲା ଡକାୟତି ଯୋଜନା, 5 ଡକାୟତ ଗିରଫ
10-ଘାଟିରେ ତୁଷାରପାତ, ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ
ଜମ୍ମୁ କଶ୍ମୀରରେ ତୁଷାରପାତ । ଜବାହାର ଟନେଲ ଅଞ୍ଚଳରେ ତୁଷାରପାତ କାରଣରୁ ଜାତୀୟ ରାଜପଥକୁ ବନ୍ଦ କରାଯାଇଛି ।