ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 16, 2020, 11:05 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1-ଦେଶରେ କମିଲା କୋରୋନା ସଂକ୍ରମଣ, 24 ଘଣ୍ଟାରେ 30548 ପଜିଟିଭ

ପୂର୍ବ ଅପେକ୍ଷା ଧିରେ ଧିରେ କମୁଛି କୋରୋନା ସଂକ୍ରମଣ। ମୃତ୍ୟୁ ସଂଖ୍ୟାରେ ମଧ୍ୟ ଘଟିଛି ହ୍ରାସ ।

2-ନଭେମ୍ବର 15 ସୁଦ୍ଧା ଦେଶରେ ସରିଛି 12 କୋଟିରୁ ଉର୍ଦ୍ଧ୍ବ କୋରୋନା ଟେଷ୍ଟ: ICMR

ଦେଶରେ କୋରୋନା ସଂକ୍ରମଣକୁ ଆୟତ୍ତକୁ ଆଣିବାକୁ ଦେଶରେ ଅହରହ ଚାଲିଛି କୋରୋନା ସାମ୍ପଲ ଟେଷ୍ଟ ।

3-ଆଜି ‘Statue of Peace ’ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ଆଜି 151 ତମ ଗୁରୁ ବଲ୍ଲଭଙ୍କ ଜୟନ୍ତୀ ଅବସରରେ ‘Statue of Peace ’ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ।

4-ବିହାର ରାଜନୀତି: ତାରାକିଶୋର ପ୍ରସାଦ ଓ ରେଣୁ ଦେବୀ ହେବେ ଉପମୁଖ୍ୟମନ୍ତ୍ରୀ!

ବିହାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦୁଇ ବିଜେପି ନେତା । ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ନେବେ ଶପଥ ।

5-ଚଳନ୍ତା ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ 40 ଯାତ୍ରୀ

ଔରଙ୍ଗାବାଦରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ଏକ ବିଳାସପୂର୍ଣ୍ଣ ବସରେ ହଠାତ ଲାଗିଲା ନିଆଁ । ଡ୍ରାଇଭର ଯୋଗୁଁ ବଞ୍ଚିଗଲା 40 ରୁ ଅଧିକ ଯାତ୍ରୀଙ୍କ ଜୀବନ ।

6-ଆଜି ଜାତୀୟ ପ୍ରେସ ଦିବସ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

7-'ଭାଇ ଦୁଜ୍' ଶୁଭେଚ୍ଛା ଭେଟିଦେଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି 'ଭାଇ ଦୁଜ୍' । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

8-ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡର ଉତ୍ତରକାଶୀ ଯମୁନାଘାଟିରେ ରବିବାର ରାତିରେ ଭୂକମ୍ପ ଅନୁଭୂତ ହୋଇଛି ।

9-ପଣ୍ଡ ହେଲା ଡକାୟତି ଯୋଜନା, 5 ଡକାୟତ ଗିରଫ

ପୁରୀ ତାଳବଣିଆ ପୋଲିସକୁ ସଫଳତା । ଡକାୟତଙ୍କ ଯୋଜନାକୁ ପଣ୍ଡ କରି ପାଞ୍ଚ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ ।

10-ଘାଟିରେ ତୁଷାରପାତ, ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ

ଜମ୍ମୁ କଶ୍ମୀରରେ ତୁଷାରପାତ । ଜବାହାର ଟନେଲ ଅଞ୍ଚଳରେ ତୁଷାରପାତ କାରଣରୁ ଜାତୀୟ ରାଜପଥକୁ ବନ୍ଦ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.