ନୂଆଦିଲ୍ଲୀ: ଚଳିତ ମାସ ୧୨ ତାରିଖରୁ ଆରମ୍ଭ ହେବ NEET-PG ନାମ ଲେଖା ପାଇଁ କାଉନସିଲିଂ । ଆଜି (ରବିବାର) କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହି ଘୋଷଣା କରିଛନ୍ତି । ଡାକ୍ତରୀ ପାଠ୍ଯକ୍ରମରେ ଆଡମିଶନ ପାଇଁ ନ୍ୟାସନାଲ ଏଲିଜିବିଲିଟି ପ୍ରବେଶିକା ପରୀକ୍ଷା (NEET) ସ୍ନାତକୋତ୍ତର (PG) କାଉନସିଲିଂ ଆରମ୍ଭ ହେବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରିବା ସହ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
-
रेसीडेंट डॉक्टरस को स्वास्थ्य मंत्रालय द्वारा दिए आश्वासन अनुसार, माननीय सर्वोच्च न्यायालय के आदेश के बाद MCC द्वारा NEET-PG काउन्सलिंग 12 जनवरी 2022 से शुरू की जा रही है।
— Dr Mansukh Mandaviya (@mansukhmandviya) January 9, 2022 " class="align-text-top noRightClick twitterSection" data="
इससे कोरोना से लड़ाई में देश को और मज़बूती मिलेगी। सभी उम्मीदवारों को मेरी शुभकामनाएं।
">रेसीडेंट डॉक्टरस को स्वास्थ्य मंत्रालय द्वारा दिए आश्वासन अनुसार, माननीय सर्वोच्च न्यायालय के आदेश के बाद MCC द्वारा NEET-PG काउन्सलिंग 12 जनवरी 2022 से शुरू की जा रही है।
— Dr Mansukh Mandaviya (@mansukhmandviya) January 9, 2022
इससे कोरोना से लड़ाई में देश को और मज़बूती मिलेगी। सभी उम्मीदवारों को मेरी शुभकामनाएं।रेसीडेंट डॉक्टरस को स्वास्थ्य मंत्रालय द्वारा दिए आश्वासन अनुसार, माननीय सर्वोच्च न्यायालय के आदेश के बाद MCC द्वारा NEET-PG काउन्सलिंग 12 जनवरी 2022 से शुरू की जा रही है।
— Dr Mansukh Mandaviya (@mansukhmandviya) January 9, 2022
इससे कोरोना से लड़ाई में देश को और मज़बूती मिलेगी। सभी उम्मीदवारों को मेरी शुभकामनाएं।
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏହା ଦେଶର କୋଭିଡ ବିରୋଧି ଲଢେଇକୁ ଅଧିକ ଶକ୍ତି ଦେବ । ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା । ଗତ ଶୁକ୍ରବାର ଉଭୟ NEET-PG ଏବଂ UGରେ ସର୍ବ-ଭାରତୀୟ କୋଟା (AIQ) ସିଟରେ ଥିବା ଅନ୍ୟ ପଛୁଆ ଶ୍ରେଣୀ (OBC) ସଂରକ୍ଷଣର ବୈଧତାକୁ ସୁପ୍ରିମକୋର୍ଟ ବଳବତ୍ତର ରଖିବା ସହ କାଉନସିଲିଂ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । NEET-PG କାଉନସିଲିଂରେ ବିଳମ୍ବକୁ ନେଇ ସାରା ଦେଶରେ ରେସିଡେନ୍ସ ଡାକ୍ତରଙ୍କ ଦ୍ବାରା ପ୍ରାୟ ଗତ ଏକ ମାସ ଧରି ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଲାଗି ରହିଥିଲା ।
ANI