ETV Bharat / bharat

ବିଜାପୁରରେ ନକ୍ସଲଙ୍କ ଲଙ୍କାକାଣ୍ଡ, ୱାଟର ଫିଲ୍ଟର ପ୍ଲାଣ୍ଟ 5 ଗାଡିରେ ଲଗାଇଲେ ନିଆଁ

author img

By

Published : Apr 11, 2021, 10:28 PM IST

ଛତିଶଗଡର ବିଜାପୁରରେ ନକ୍ସଲଙ୍କ ପୁନର୍ବାର ଲଙ୍କାକାଣ୍ଡ । ନେମେଡ ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ୱାଟର ଫିଲ୍ଟର ପ୍ଲାଣ୍ଟକୁ ନିଆଁ ଲଗାଇ ଦେଇଛନ୍ତି ନକ୍ସଲ । ଅଧିକ ପଢନ୍ତୁ...

ବିଜାପୁରରେ ନକ୍ସଲଙ୍କ ଲଙ୍କାକାଣ୍ଡ, ୱାଟର ଫିଲ୍ଟର ପ୍ଲାଣ୍ଟ 5 ଗାଡିରେ ଲଗାଇଲେ ନିଆଁ
ବିଜାପୁରରେ ନକ୍ସଲଙ୍କ ଲଙ୍କାକାଣ୍ଡ, ୱାଟର ଫିଲ୍ଟର ପ୍ଲାଣ୍ଟ 5 ଗାଡିରେ ଲଗାଇଲେ ନିଆଁ

ରାୟପୁର: ଛତିଶଗଡର ବିଜାପୁରରେ ନକ୍ସଲଙ୍କ ପୁନର୍ବାର ଲଙ୍କାକାଣ୍ଡ । ଜିଲ୍ଲାର ନେମେଡ ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ୱାଟର ଫିଲ୍ଟର ପ୍ଲାଣ୍ଟକୁ ନିଆଁ ଲଗାଇ ଦେଇଛନ୍ତି ନକ୍ସଲ । ଏହି ଘଟଣାରେ ୱାଟର ଫିଲ୍ଟର ପ୍ଲାଣ୍ଟ ନିର୍ମାଣରେ ନିୟୋଜିତ 5 ଗାଡି ଜଳିପୋଡି ପାଉଁଶ ହୋଇଯାଇଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ଅପରାହ୍ନରେ ପୋଲିସ ଷ୍ଟେସନ ପାଖରେ ଘଟିଛି। ବିଜାପୁର ସହରକୁ ପାନୀୟ ଜଳ ଯୋଗାଇବା ପାଇଁ ମିଙ୍ଗାଚଲ ନଦୀ କୂଳରେ ଏକ ୱାଟର ଫିଲ୍ଟର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଥିଲା।

ଏହା ପୂର୍ବରୁ ଶନିବାର ବିଜାପୁରର ତେରେମ ଜଙ୍ଗଲରେ ସୁରକ୍ଷକର୍ମୀଙ୍କୁ ଆକ୍ରମଣ କରିଥିଲେ ନକ୍ସଲ । ଘଟଣାରେ 22 ଯବାନ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.