ମୁମ୍ବାଇ: ମହାରାଷ୍ଟ୍ର ଗୁରୁବାର ବହୁମତ ପ୍ରମାଣିତ କରିବ ମହା ବିକାଶ ଅଘାଡ଼ି । ଏଥିରେ ଭୋଟ ଦେବାକୁ ବିଧାନସଭାରେ ଉପସ୍ଥିତ ରହିବେ NCP ନେତା ନୱାବ ମଲିକ ଓ ଅନିଲ ଦେଶମୁଖ । ଉଭୟଙ୍କୁ ଭୋଟିଂରେ ସାମିଲ ହେବାକୁ ଅନୁମତି ପ୍ରଦାନ କରଛନ୍ତି ସୁପ୍ରିମକୋର୍ଟ ।
-
Supreme Court allows jailed NCP leaders Nawab Malik and Anil Deshmukh to participate in the proceedings of the floor test in the Maharashtra Assembly tomorrow.
— ANI (@ANI) June 29, 2022 " class="align-text-top noRightClick twitterSection" data="
">Supreme Court allows jailed NCP leaders Nawab Malik and Anil Deshmukh to participate in the proceedings of the floor test in the Maharashtra Assembly tomorrow.
— ANI (@ANI) June 29, 2022Supreme Court allows jailed NCP leaders Nawab Malik and Anil Deshmukh to participate in the proceedings of the floor test in the Maharashtra Assembly tomorrow.
— ANI (@ANI) June 29, 2022
ଉଭୟ ଫ୍ଲୋର୍ ଟେଷ୍ଟରେ ସାମିଲ ହେବାକୁ CP ନେତା ନୱାବ ମଲିକ ଓ ଅନିଲ ଦେଶମୁଖ ବୁଧବାର ସକାଳୁ ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ୍ କରିଥିଲେ । ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ବିଚାରପତି ଖଣ୍ଡପୀଠ ଉଭୟଙ୍କୁ ଭୋଟିଂରେ ସାମିଲ ହେବାକୁ ଅନୁମତି ପ୍ରଦାନ କରିଛନ୍ତି ।
ତେବେ ଉଭୟ ବିଚାର ବଭାଗୀୟ ହାଜତରେ ଥିବାରୁ ତାଙ୍କ ସହ ED ଓ CBIର ଅଧିକାରୀ ରହିବେ । ଉଭୟ ଭୋଟ ଦେବାପରେ ପୁନଃ ବିଚାର ବିଭାଗୀୟ ହାଜତକୁ ଫେରିବେ । ଏହାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ।