ETV Bharat / bharat

ଫାରୁକଙ୍କ ପରାମର୍ଶ, ଦୁର୍ବଳ ହୋଇପଡିଥିବା କଂଗ୍ରେସକୁ ଉଠିବାକୁ ପଡିବ - ଫାରୁକ ଅବଦୁଲ୍ଲା

ନେତୃତ୍ବ ସଙ୍କଟର ସାମ୍ନା କରୁଥିବା କଂଗ୍ରେସକୁ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ପାରୁକ ଅବଦୁଲ୍ଲାଙ୍କ ପରାମର୍ଶ । କଂଗ୍ରେସକୁ ଉଠିବାର ଅଛି । ଦେଶକୁ ବଞ୍ଚାଇବା ପାଇଁ ଦୃଢ ଭାବରେ ଛିଡା ହେବାକୁ ଅଛି ବୋଲି କହିଛନ୍ତି ଅବଦୁଲ୍ଲା । ଅଧିକ ପଢନ୍ତୁ...

ଫାରୁକଙ୍କ ପରାମର୍ଶ, ଦୁର୍ବଳ ହୋଇପଡିଥିବା କଂଗ୍ରେସକୁ ଉଠିବାକୁ ପଡିବ

author img

By

Published : Mar 23, 2021, 5:16 PM IST

ନୂଆଦିଲ୍ଲୀ: ଦୁର୍ବଳ ହୋଇପଡିଛି କଂଗ୍ରେସ । ଏବେ କଂଗ୍ରେସକୁ ଉଠିବାର ଅଛି । ଦେଶକୁ ବଞ୍ଚାଇବା ପାଇଁ ଦୃଢ ଭାବରେ ଛିଡା ହେବାକୁ ଅଛି । ନେତୃତ୍ବ ସଙ୍କଟର ସାମ୍ନା କରୁଥିବା କଂଗ୍ରେସକୁ ଏଭଲି ପରାମର୍ଶ ଦେଇଛନ୍ତି ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ପାରୁକ ଅବଦୁଲ୍ଲା ।

  • This has been drawn to my attention by many unwitting students who were misled by this app. I wish to make it clear that I have NO connection to this app &have NOT endorsed it in any way. I will take legal action to stop the misuse of my name & image for commercial purposes. pic.twitter.com/C2dZhP47dd

    — Shashi Tharoor (@ShashiTharoor) March 22, 2021 " class="align-text-top noRightClick twitterSection" data=" ">

ଫାରୁକ ଅବଦୁଲ୍ଲା କହିଛନ୍ତି, କଂଗ୍ରେସ ଦୁର୍ବଳ ହୋଇଯାଇଛି । ଏହା ମୁଁ ସଚ୍ଚୋଟ ଭାବରେ କହୁଛି । ସେ କହିଛନ୍ତି କଂଗ୍ରେସକୁ ଉଠିବାର ଅଛି । ପ୍ରକୃତରେ ଯଦି କଂଗ୍ରେସ ଦେଶ ବଞ୍ଚାଇବାକୁ ଚାହୁଁଛି, ତେହେଲେ ଦୃଢ ବାବେ ଛିଡା ହେବାର ଅଛି ।

ଫାରୁକ କହିଛନ୍ତି, ସେମାନଙ୍କୁ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାକୁ ପଡିବ । ଘରେ ବସି କିଛି ହୋଇପାରିବ ନାହିଁ ବୋଲି କହିଛନ୍ତି ଏନସି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ।

ସେପଟେ କଂଗ୍ରେସରେ ବର୍ତ୍ତମାନ ନେତୃତ୍ବ ସଙ୍କଟକୁ ନେଇ ଦଳରେ ବିଦ୍ରୋହର ସ୍ବର ତେଜୁଛି । ଅନେକ ବରିଷ୍ଠ ନେତା କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.