ETV Bharat / bharat

ଟ୍ରେନରୁ୍ ବାଚସ୍ପତିଙ୍କ ସାଇକେଲ ଚୋରି

author img

By

Published : Oct 24, 2021, 6:21 PM IST

ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଗିରିଶ ଗୌତମ ଦିନ କେଇଟା ପରେ ଆରମ୍ଭ କରିଥାନ୍ତେ ସାଇକେଲ ଯାତ୍ରା । ଏଥିପାଇଁ ଗିରିଶ କିଣିଥିଲେ ଏକ ଦାମୀ ସାଇକେଲ । ଅଧିକ ପଢନ୍ତୁ...

ଟ୍ରେନରୁ୍ ବାଚସ୍ପତିଙ୍କ ସାଇକେଲ ଚୋରୀ
ଟ୍ରେନରୁ୍ ବାଚସ୍ପତିଙ୍କ ସାଇକେଲ ଚୋରୀ

ଭୋପାଳ: ବାଚସ୍ପତିଙ୍କ ସାଇକେଲ ହୋଇଗଲା ଚୋରି । ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଗିରିଶ ଗୌତମ ଦିନ କେଇଟା ପରେ ଆରମ୍ଭ କରିଥାନ୍ତେ ସାଇକେଲ ଯାତ୍ରା । ଏଥିପାଇଁ ଗିରିଶ କିଣିଥିଲେ ଏକ ଦାମୀ ସାଇକେଲ । ତେବେ 30 ହଜାର ଟଙ୍କା ମୂଲ୍ୟର ଏହି ସାଇକେଲ ଟ୍ରେନ୍‌ରୁ ଚୋରିି ହୋଇଯିବା ଘଟଣା ରାଜ୍ୟରେ ଚହଳ ପକାଇଛି ।

ବାଚସ୍ପତିଙ୍କ ସାଇକେଲ ଟ୍ରେନ୍‌ରେ ଭୋପାଲରୁ ରିୱା ଆସୁଥିଲା । ଏହି ସମୟରେ ତାଙ୍କର ଏହି ଦାମୀ ସାଇକେଲ ଚୋରି ହୋଇଯାଇଥିବା ଜଣାପଡିଛି। ସାଇକେଲକୁ ଖୋଜୁଛି ରିୱା ଜିଆରପି ଟିମ୍‌ । ତେବେ ସାଇକେଲଟି କିଭଳି ଓ କେଉଁ ପରିସ୍ଥିତିରେ ଚୋରି ହୋଇଯାଇଛି ତାହା ଏଯାଏଁ ଜଣାପଡିନାହିଁ ।

ମଧ୍ୟପ୍ରଦେଶ ବିଜେପି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଅକ୍ଟୋବର 24ରେ ଆରମ୍ଭ ହେବାକୁ ଯାଉଛି ସାଇକେଲ ଯାତ୍ରା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ସାଇକେଲ ଯାତ୍ରାର ସମାପନରେ ଯୋଗ ଦେବେ ।

ଦେବରତାଲାବ ବିଧାନସଭା କ୍ଷେତ୍ରରେ ଜନସାଧାରଣ ପାଇଁ ଗୌତମଙ୍କ ସାଇକେଲ ଯାତ୍ରା କୌଣସି ନୂଆ କଥା ନୁହେଁ, କାରଣ ପୂର୍ବରୁ ମଧ୍ୟ 2 ଥର ସେ ସାଇକେଲ ଯାତ୍ରା କରିସାରିଛନ୍ତି । ଏହା ତାଙ୍କର ତୃତୀୟ ସାଇକେଲ ଯାତ୍ରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.