ETV Bharat / bharat

ମାରିଦେଲା ମୟୂର, ନିଜେ ମରି ଯୁବକଙ୍କ ନେଇଗଲା ଜୀବନ

author img

By

Published : Jul 21, 2021, 12:29 PM IST

ମୟୂର ପାଇଁ ଜଣେ ସ୍କୁଟିଆରୋହୀ ଅକାଳରେ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ:

ଅଦ୍ଭୁତ ଦୁର୍ଘଟଣା
ଅଦ୍ଭୁତ ଦୁର୍ଘଟଣା

ବେଙ୍ଗାଲୁରୁ: କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଅଭାବନୀୟ ଘଟଣା । ମୟୂର ପାଇଁ ଚାଲିଗଲା ଜଣଙ୍କ ଜୀବନ ।

ଉଡୁପି ଜିଲ୍ଲା ବେଲାପୁ ଗାଁର ଅବଦୁଲ୍ଲା ଏକ ସ୍କୁଟିରେ କୌଣସି କାମରେ ପେଡୁବିଡ୍ରି ଯାଉଥିଲେ । ହଠାତ୍ ଏକ ମୟୂର ଉଡି ଆସି ତାଙ୍କ ସ୍କୁଟିରେ ମାଡ ହୋଇଥିଲା । ଫଳରେ ଅବଦୁଲ୍ଲା ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିପରି ଏହି ଦୁର୍ଘଟଣାରେ ମୟୂରର ବି ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.