ETV Bharat / bharat

ଟୀକାକରଣ ପାଇଁ 3 ଘଣ୍ଟାରେ ପଞ୍ଜିକରଣ କଲେ 80 ଲକ୍ଷ

author img

By

Published : Apr 28, 2021, 10:51 PM IST

ପଞ୍ଜିକରଣ ଆରମ୍ଭର ମାତ୍ର 3 ଘଣ୍ଟା ମଧ୍ୟରେ କୋୱିନ ଆପରେ ରେଜିଷ୍ଟ୍ରେସନ କରିଛନ୍ତି ପାଖାପାଖି 80 ଲକ୍ଷ ଜନସାଧାରଣ । ଅଧିକ ପଢନ୍ତୁ...

ଟୀକାକରଣ ପାଇଁ 3 ଘଣ୍ଟାରେ ପଞ୍ଜିକରଣ କଲେ 80 ଲକ୍ଷ
ଟୀକାକରଣ ପାଇଁ 3 ଘଣ୍ଟାରେ ପଞ୍ଜିକରଣ କଲେ 80 ଲକ୍ଷ

ନୂଆଦିଲ୍ଲୀ: ମେ ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଦେଖିବାକୁ ମିଳିଛି ଲୋକଙ୍କ ଉତ୍ସାହ । ପଞ୍ଜିକରଣ ଆରମ୍ଭର ମାତ୍ର 3 ଘଣ୍ଟା ମଧ୍ୟରେ କୋ ୱିନ ଆପରେ ରେଜିଷ୍ଟ୍ରେସନ କରିଛନ୍ତି ପାଖାପାଖି 80 ଲକ୍ଷ ଜନସାଧାରଣ ।

ଆରମ୍ଭରୁ କୋ ୱିନ ଆପ କ୍ରାସ କରିଯାଇଥିଲା । ଏହାପରେ ରାତି 7ଟାସୁଦ୍ଧା ମୋଟ 79 ଲକ୍ଷ 65 ହଜାର 720 ଜଣ ଟିକା ପାଇଁ ପଞ୍ଜିକରଣ କରିଛନ୍ତି ।

ମେ ପହିଲାରୁ 18 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କର ହେବ ଟୀକାକରଣ । ଏଥିପାଇଁ ଆଜି ଅର୍ଥାତ ମେ 28ରୁ କୋ ୱିନ ଓ ଅନ୍ୟ ଆପରେ ପଞ୍ଜିକରଣ ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.