ETV Bharat / bharat

Government Jobs Update; ପ୍ରତିରକ୍ଷା ବିଭାଗର ନିଯୁକ୍ତି ସୁଯୋଗ, ଏମିତି କରନ୍ତୁ ଆବେଦନ

ଯଦି ଆପଣ ଦଶମ ଓ ଦ୍ବାଦଶ ପାସ କରିଛନ୍ତି ଓ ସରକାରୀ ଚାକିରି ଖୋଜୁଛନ୍ତି ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆପଣଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ । ଅଧିକ ପଢନ୍ତୁ...

author img

By

Published : Jul 11, 2021, 11:45 AM IST

ପ୍ରତିରକ୍ଷା ବିଭାଗର ନିଯୁକ୍ତି ସୁଯୋଗ
ପ୍ରତିରକ୍ଷା ବିଭାଗର ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଆପଣ ସରକାରୀ ଚାକିରି ଖୋଜୁଛନ୍ତି କି ? ଯଦି ଆପଣ ଦଶମ ଓ ଦ୍ବାଦଶ ପାସ କରିଛନ୍ତି ଏବଂ ସରକାରୀ ଚାକିରି ଖୋଜୁଛନ୍ତି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏହି ବିଭାଗରେ ସମୁଦାୟ 458 ପଦ ଖାଲି ରହିଛି ।

ଏହି ନିଯୁକ୍ତ ଅଧୀନରେ 41 ଫିଲ୍ଡ ଗୋଳା ବାରୁଦ ଡିପୋରେ 444ଟି ପଦବୀ ଏବଂ 255 (I) ABOU ରେ 14 ଟି ପଦବୀ ପୂରଣ ଖାଲି ରହିଛି ।

ପ୍ରତିରକ୍ଷା ବିଭାଗର ନିଯୁକ୍ତି ସୁଯୋଗ, ଏମିତି କରନ୍ତୁ ଆବେଦନ

ପଦ...

.JOAରେ 20ଟି ପଦ

. ସାମଗ୍ରୀ ସହାୟକରେ 19ଟି ପଦ

.ଏମଟିଏସରେ 11ଟି ପଦ

.ଫାୟରମେନରେ 64ଟି ପଦ

.255 (I) ABOUରେ 14ଟି ପଦ

.ଟ୍ରେଡସମେନ ମେଟରେ 330 ପଦ

ପଦ ପାଇଁ ଯୋଗ୍ୟତା...

ସାମଗ୍ରୀ ସହାୟକ ପାଇଁ ଆବେଦନକାରୀ ମାନଙ୍କ ସ୍ନାତ୍ତକ ଡିଗ୍ରୀ କିମ୍ବା ସାମଗ୍ରୀ ପରିଚାଳନାରେ ଡିପ୍ଲୋମା ଥିବା ଆବଶ୍ୟକ । JOA ପଦ ପାଇଁ ଆବେଦନକାରୀ ଦ୍ବାଦଶ ପାସ ହୋଇଥିବା ଆବଶ୍ୟକ । ଏହା ଛଡା ସବୁ ପଦ ପାଇଁ ଆବେଦନକାରୀ ସର୍ବନିମ୍ନ ଦଶମ ପାସ ହୋଇଥିବା ଦରକାର । ଲିଖିତ ପରୀକ୍ଷା ଆଧାରରେ ସମସ୍ତ ଆବେଦନକାରୀଙ୍କ ଚୟନ କରାଯିବ ।

କିପରି କରିବେ ଆବେଦନ...

ଏ ନେଇ ଆବେଦନର ସମସ୍ତ ତଥ୍ୟ ପୋଷ୍ଟାଲ କରିବାକୁ ହେବ । ଏ ନେଇ ରେଜିଷ୍ଟ୍ରି, ସାଧାରଣ ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ ସବୁ ବୈଧ ଅଟେ । ଅଧିକ ସୂଚନା ପାଇଁ ଆବେଦନକାରୀ ଅଫିସିଆଲ୍ ୱେବସାଇଟ୍ indianarmy.nic.in କିମ୍ବା ncs.gov.in ଦେଖିପାରିବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.