ETV Bharat / bharat

ଭାରତ-ପାକ୍ ମଧ୍ୟରେ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବା ଉଚିତ: ମେହବୁବା

author img

By

Published : Feb 21, 2021, 7:56 PM IST

ପିଡିପି ସଭାପତି ମେହବୁବା ମୁଫତି ଆଜି(ରବିବାର) ମାଧମା କୁପୱାଡା ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ପିଡିପି ସଭାପତି ମେହବୁବା ମୁଫତି
ପିଡିପି ସଭାପତି ମେହବୁବା ମୁଫତି

ଶ୍ରୀନଗର: ପିଡିପି ସଭାପତି ମେହବୁବା ମୁଫତି ଆଜି(ରବିବାର) ମାଧମା କୁପୱାଡା ଜିଲ୍ଲା ପରିଦର୍ଶନ କରିଛନ୍ତି । ଶ୍ରୀନଗରରେ ନିହତ କୁପୱାଡାର ପୋଲିସଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି।

ପିଡିପି ସଭାପତି ମେହବୁବା ମୁଫତି

ଜମ୍ମୁ କାଶ୍ମୀର କୁପୱାଡା ଜିଲ୍ଲାର ଗଣମାଧ୍ୟମ ସହ ଆଲୋଚନା କରି ପିଡିପି ସଭାପତି କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବା ଉଚିତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.