ETV Bharat / bharat

ଭାରତର କୃଷି ଆଇନକୁ ଆମେରିକାର ସ୍ୱାଗତ - ଆମେରିକା ବୟାନ

ଆମେରିକାର ବୟାନ ପରେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛି ଭାରତ । ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଟିପ୍ପଣୀକୁ ଗୁରୁତର ସହ ନେଇଛୁ । ଟିପ୍ପଣୀ ଯେଉଁ ସମ୍ବନ୍ଧରେ କରାଯାଇଛି, ତାକୁ ସେ ସମ୍ବନ୍ଧରେ ଦେଖିବା ଜରୁରୀ ବୋଲି କହିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଭାରତର କୃଷି ଆଇନକୁ ଆମେରିକାର ସ୍ୱାଗତ
ଭାରତର କୃଷି ଆଇନକୁ ଆମେରିକାର ସ୍ୱାଗତ
author img

By

Published : Feb 4, 2021, 8:35 PM IST

Updated : Feb 4, 2021, 9:07 PM IST

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଦେଶର ରାଜଧାନୀ ଦିଲ୍ଲୀ ସୀମାରେ 70 ଦିନ ହେବ ଜାରି ରହିଛି ଚାଷୀ ଆନ୍ଦୋଳନ । ଏହାରି ମଧ୍ୟରେ ଆମେରିକା କହିଛି ଯେ ଆମେ ମାନୁ କି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କୌଣସି ବି ସଫଳ ଗଣତନ୍ତ୍ରର ପରିଚୟ । ଏହାସହ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେରିକା ସମସ୍ତ ପଦକ୍ଷେପକୁ ସ୍ବାଗତ କରୁଛି, ଯାହା ଦ୍ବାରା ଭାରତର ବଜାରରେ ଦକ୍ଷତାର ସୁଧାର ହେବ ଓ ଘରୋଇ କ୍ଷେତ୍ରରେ କମ୍ପାନୀ ନିବେଶ ପାଇଁ ଆକର୍ଷିତ ହେବେ ।

ଆମେରିକାର ବୟାନ ପରେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛି ଭାରତ । ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଟିପ୍ପଣୀକୁ ଗୁରୁତର ସହ ନେଇଛୁ । ଟିପ୍ପଣୀ ଯେଉଁ ସମ୍ବନ୍ଧରେ କରାଯାଇଛି, ତାକୁ ସେ ସମ୍ବନ୍ଧରେ ଦେଖିବା ଜରୁରୀ ବୋଲି କହିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆମେରିକା ବୈଦେଶିକ ବିଭାଗ ଭାରତ ସରକାର ଓ ଚାଷୀ ସଂଗଠନ ପକ୍ଷରୁ କରାଯାଇଥିବା ସମସ୍ତ ସମାଧାନର ପ୍ରୟାସକୁ ମାନିଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଜାନୁଆରୀ 26ରେ ଲାଲକିଲ୍ଲାରେ ହୋଇଥିବା ହିଂସା ଆମେରିକାର କ୍ୟାପିଟାଲ ହିଲର ହିଂସା ପରେ ଭାରତରେ ଦେଖାଯାଇଥିବା ଉତ୍ତେଜନା ସହିତ ସମାନ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ କୌଣସି ପ୍ରଦର୍ଶନକୁ ଭାରତର ରାଜନୈତିକ ବ୍ୟବସ୍ଥା ସଜାଡି ରଖିବା ପାଇଁ ସରକାର ତଥା ଚାଷୀ ସଂଗଠନର ଉଦ୍ୟମ ପରିପ୍ରେକ୍ଷୀରେ ଦେଖିବା ଦରକାର ।

Last Updated : Feb 4, 2021, 9:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.