ETV Bharat / bharat

ମହାଶିବରାତ୍ରୀରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା 9 ଜୀବନ - ଆଗ୍ରାରେ ମର୍ମନ୍ତୁଦ ଦୁର୍ଘଟଣା

ଉତ୍ତରପ୍ରଦେଶର ଆଗ୍ରାରେ ମର୍ମନ୍ତୁଦ ଦୁର୍ଘଟଣା । ସ୍କର୍ପିଓ ଓ ଟ୍ରକ ମୁହାଁମୁହିଁ ହେବାରୁ 9 ଜଣ ପ୍ରାଣ ହରାଇଛନ୍ତି । ଏହାସହ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ମହାଶିବରାତ୍ରିରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା 8 ଜୀବନ

author img

By

Published : Mar 11, 2021, 7:36 AM IST

Updated : Mar 11, 2021, 12:59 PM IST

ଲକ୍ଷ୍ନୌ: ମହାଶିବରାତ୍ରୀରେ ଅଘଟଣ । ସକାଳୁ ଦୁର୍ଘଟଣାରେ ଗଲା 9 ଜୀବନ । ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏହି ଦୁର୍ଘଟଣା । ସ୍କର୍ପିଓ ଓ ଟ୍ରକ ମୁହାଁମୁହିଁ ହେବାରୁ 9 ଜଣ ପ୍ରାଣ ହରାଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି ।

ଗୁରୁତର ମାନଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ତେବେ ସ୍କର୍ପିଓରେ 12ଜଣ ଲୋକ ଥିବା ଜଣାପଡିଛି । ଏପଟେ ଆଜି ଭଳି ପବିତ୍ର ଦିନରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇ ଲୋକେ ମ୍ରିୟମାଣ ହୋଇ ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2021, 12:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.