ETV Bharat / bharat

ଜନଜାତି ସମାଜ ପାଇଁ ପ୍ରେରଣା ହେବେ ଦ୍ରୌପଦୀ ମୁର୍ମୁ: ମନୋଜ ସିହ୍ନା

author img

By

Published : Jun 27, 2022, 3:17 PM IST

କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ NDA ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ କଲେ ପ୍ରଶଂସା । କହିଲେ ଜନଜାତି ସମାଜ ପାଇଁ ପ୍ରେରଣା ହେବେ ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ଜନଜାତି ସମାଜ ପାଇଁ ପ୍ରେରଣା ହେବେ ଦ୍ରୌପଦୀ ମୁର୍ମୁ: ମନୋଜ ସିହ୍ନା
ଜନଜାତି ସମାଜ ପାଇଁ ପ୍ରେରଣା ହେବେ ଦ୍ରୌପଦୀ ମୁର୍ମୁ: ମନୋଜ ସିହ୍ନା

ଶ୍ରୀନଗର: ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ NDA ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଦେଶର ଜଣେ ଆଦର୍ଶ ରାଷ୍ଟ୍ରପତି ହେବେ । ଜନଜାତି ସମାଜ ସେ ଜଣେ ପ୍ରେରଣା ହେବେ ବୋଲି କହିଛନ୍ତି ଜାମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା । ଗତକାଲି (ରବିବାର) ଏକ କାର୍ଯ୍ୟକ୍ରମ ଅବସରରେ ସିହ୍ନା ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁଙ୍କୁ ପ୍ରଶଂସା କରିବା ସହ ଏପରି ମନ୍ତବ୍ୟ ଦେଇଛନ୍ତି ।

ଶ୍ରୀନଗର ସ୍ଥିତ କଶ୍ମୀର ଇଣ୍ଟରନ୍ୟାସନାଲ କନଭେନସ ସେଣ୍ଟରରେ ଆୟୋଜିତ ଜନଜାତି ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସିହ୍ନା କହିଛନ୍ତି, ଦ୍ରୌପଦୀ ନିଜର ଦକ୍ଷତାକୁ ପ୍ରତିପାଦନ କରି ଦେଖାଇଛନ୍ତି । ଭାରତ ପରି ଗଣତାନ୍ତ୍ରିକ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଦୌଡରେ ରହିଛନ୍ତି । ଜନଜାତି ସମାଜ ତାଙ୍କ ଠାରୁ ନିଶ୍ଚିତ ପ୍ରେରଣା ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.