ETV Bharat / bharat

ସନ୍ଧ୍ୟା 6ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

author img

By

Published : May 2, 2021, 5:49 PM IST

ନିର୍ବାଚନ ଟ୍ରେଣ୍ଡିଂରେ ବହୁମତ ପାଇ ବିଜୟ ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଦି । ଏ ନେଇ ସନ୍ଧ୍ୟା 6ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି ମମତା । ଅଧିକ ପଢନ୍ତୁ..

ସନ୍ଧ୍ୟା 6ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ
ସନ୍ଧ୍ୟା 6ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

କୋଲକତା: ପଶ୍ଚିମବଙ୍ଗରେ ଗଡୁଛି ଟିଏମସି ବିଜୟ ରଥ । ନନ୍ଦିଗ୍ରାମ ଆସନରୁ ଶୁଭେନ୍ଦୁ ଅଧିକାରୀଙ୍କୁ 1200 ଭୋଟରେ ହରାଇଲେ ମମତା ବାନାର୍ଜୀ । ନିର୍ବାଚନ ଟ୍ରେଣ୍ଡିଂରେ ବହୁମତ ପାଇ ବିଜୟ ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଦି । ଏ ନେଇ ସନ୍ଧ୍ୟା 6ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି ମମତା ।

କୋରୋନାକୁ ଦୃଷ୍ଟିରେ ରଖି ବିଜୟ ଶୋଭାଯାତ୍ରା ନକରିବାକୁ ଦଳୀୟ କର୍ମୀଙ୍କୁ ଅପିଲ୍ କରିଛନ୍ତି ମମତା । କୋଭିଡ ଗାଇଡଲାଇନ ମାନିବାକୁ ଲୋକଙ୍କୁ ଅପିଲ କରିଛନ୍ତି ଦିଦି । ଗଣମାଧ୍ୟମକୁ ସମ୍ବୋଧନ କରି କିଛି ଗୁରୁତ୍ବପୂର୍ଣ୍ଣ କଥା କହିବା ନେଇ କହିଛନ୍ତି ମମତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.