ETV Bharat / bharat

ତେଲେଙ୍ଗାନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; 7 ମୃତ, 4 ଗୁରୁତର - ତେଲେଙ୍ଗାନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା 7ମୃତ, 4 ଗୁରୁତର

ତେଲେଙ୍ଗାନରା ରଙ୍ଗାରେଡ୍ଡୀ ଜିଲ୍ଲାର ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 7 ମୃତ, 4 ଗୁରୁତର । ଏକ କାର ସହ ନଳକୂପ ଖନନ ଗାଡି ମଧ୍ୟରେ ଜୋରଦାର ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ...

major road accident at chevella in rangareddy district ... 6 people dead

author img

By

Published : Dec 2, 2020, 9:46 AM IST

Updated : Dec 2, 2020, 10:24 AM IST

ହାଇଦ୍ରାବାଦ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 7 ଜଣ ମୃତ, 4 ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ । ଏକ ନଳକୂପ ଖନନ ଗାଡି ସହ କାର ମଧ୍ୟରେ ଦୁର୍ଘଟଣା ଘଟିଛି । ଯେଉଁଥିରେ ଜଣେ ଶିଶୁ ସମେତ 7 ଜଣ ପ୍ରାଣ ହରାଇଛନ୍ତି ।

major accident at chevella in rangareddy
ତେଲେଙ୍ଗାନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା 6 ମୃତ, 4 ଗୁରୁତର

ସୂଚନା ଅନୁଯାୟୀ ରଙ୍ଗାରେଡ୍ଡୀ ଜିଲ୍ଲାର ଚେଭେଲା ମଣ୍ଡଲ ଅନ୍ତର୍ଗତ ମଲକାପୁର ଗେଟ ନିକଟରେ ଦୁର୍ଘଟଣା ଘଟିଛି । ରାଙ୍ଗାରେଡ୍ଡୀ ଜିଲ୍ଲାର ଟେଡବଣ୍ଡ ଅଞ୍ଚଳର 10 ଜଣ ଏକ କାରରେ ଯାତ୍ରା କରୁଥିବାବେଳେ ହଠାତ ନଳକୂପ ଖନନ ଗାଡି ସହ ଜୋରରେ ପିଟି ହୋଇ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ 7 ଜଣ ମୃତ୍ୟୁବରଣ କରିଛନ୍ତି । ମୃତକମାନେ ହେଲେ ଆସିଫ ଖାନ 50,ସାନିଆ 18,ନିଆଜ ବେଗମ 45,ହର୍ଷ 28,ନଜିଆ ଭାନୁ 36 ଓ 6 ବର୍ଷିୟ ଶିଶୁ ହର୍ଷା ଭାନୁ ରହିଛନ୍ତି । ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ଭାବରେ ହସପିଟାଲରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 2, 2020, 10:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.