ETV Bharat / bharat

ମହାରାଷ୍ଟ୍ରରେ ମୃତ୍ୟୁର ତାଣ୍ଡବ, 24 ଘଣ୍ଟାରେ କୋରୋନା ନେଲା 773 ଜୀବନ - ମହାରାଷ୍ଟ୍ର କୋରୋନା

24 ଘଣ୍ଟାରେ ମହାରାଷ୍ଟ୍ରରେ 66,836 ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିବାବେଳେ ସାଢେ 700 ଟପିଛି ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ମୃତ୍ୟୁର ତାଣ୍ଡବ, 24 ଘଣ୍ଟାରେ କୋରୋନା ନେଲା 773 ଜୀବନ

author img

By

Published : Apr 23, 2021, 10:35 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ ଅଣାୟତ ହେଉଛି ମହାମାରୀ । କର୍ଫ୍ୟୁ ଓ କଟକଣା ସତ୍ତ୍ବେ କୋରୋନା ଉପରେ ଲାଗୁନି ଲଗାମ । ଛାତି ଥରାଉଛି ସଂକ୍ରମଣ ରିପୋର୍ଟ । 24 ଘଣ୍ଟାରେ ରାଜ୍ୟରେ 66,836 ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିବାବେଳେ ସାଢେ 700 ଟପିଛି ମୃତ୍ୟୁ ସଂଖ୍ୟା ।

ଗତ 24 ଘଣ୍ଟା ମଧ୍ୟରେ 66,836 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଅନ୍ୟପକ୍ଷେ 773 ରୋଗୀଙ୍କ ମୃତ୍ୟୁ ହୋଇଛି।

ହୁହୁ ହୋଇ କୋରୋନା ବଢୁଥିବାରୁ ଡାକ୍ତରଖାନା ଉପରେ ଚାପ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ସମୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉପସ୍ଥିତ ଥିଲେ । ତେବେ ରାଜ୍ୟକୁ ଅକ୍ସିଜେନ ଓ ରେମଡିସିଭିଅର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.