ETV Bharat / bharat

ମହାରାଷ୍ଟ୍ରରେ 24 ଘଣ୍ଟାରେ 60 ହଜାର ଛୁଇଁଲା କୋରୋନା, ଲାଗୁହେଲା କର୍ଫ୍ୟୁ

author img

By

Published : Apr 14, 2021, 9:45 PM IST

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାତି 9ଟାସୁଦ୍ଧା ଜାରି ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ 58,952 ଲୋକ କୋରୋନାରେ ହୋଇଛନ୍ତି ଆକ୍ରାନ୍ତ । ଆଉ 278 ଜଣଙ୍କର ଗଡିଛି ମୁଣ୍ଡ । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ 24 ଘଣ୍ଟାରେ 60 ହଜାର ଛୁଇଁଲା କୋରୋନା, ଲାଗୁହେଲା କର୍ଫ୍ୟୁ
ମହାରାଷ୍ଟ୍ରରେ 24 ଘଣ୍ଟାରେ 60 ହଜାର ଛୁଇଁଲା କୋରୋନା, ଲାଗୁହେଲା କର୍ଫ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ମହାମାରୀର ପ୍ରକୋପ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାତି 9ଟାସୁଦ୍ଧା ଜାରି ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 58,952 ଲୋକ କୋରୋନାରେ ହୋଇଛନ୍ତି ଆକ୍ରାନ୍ତ । ଆଉ 278 ଜଣଙ୍କର ଗଡିଛି ମୁଣ୍ଡ ।

ଏହାପୂର୍ବରୁ ମଙ୍ଗଳବାର 60,212, ସୋମବାର 51,751 ଏବଂ ରବିବାର 63,294 ଲୋକ କରୋନାରେ ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 35,78,160 ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି।

କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମହାରାଷ୍ଟ୍ରରେ ବୁଧବାର ରାତିରୁ 15 ଦିନ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି । ଲକଡାଉନ ଭଳି ଏହି କଟକଣା ମେ 1 ସକାଳ 7ଟା ପର୍ଯ୍ୟନ୍ତ ଜାରି ରହିବ । ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କର୍ଫ୍ୟୁ ଘୋଷଣା କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.