ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଜାରି ରହିଥିବା ଫ୍ଲୋର ଟେଷ୍ଟରେ ସଫଳ ହୋଇଛି ସିନ୍ଧେ ନେତୃତ୍ବାଧୀନ ନବଗଠିତ ଶିବସେନା- ବିଜେପି ମେଣ୍ଟ ସରକାର । ବହୁମତ ପ୍ରମାଣ ପାଇଁ 144 ବିଧାୟକଙ୍କ ସଂଖ୍ୟା ଆବଶ୍ୟକତା ଥିବା ବେଳେ ସିନ୍ଧେ ଗୋଷ୍ଠୀ ସଂଖ୍ୟା ଅତିକ୍ରମ କରିସାରିଛି । ସିନ୍ଧେ ସରକାରଙ୍କ ସପକ୍ଷରେ 164 ବିଧାୟକ ଭୋଟ ଦେଇଛନ୍ତି । ଏବେ ମଧ୍ୟ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନର ଫଳାଫଳ ଅନୁସାରେ ସିନ୍ଧେ ସରକାର ବହୁମତ ସାବ୍ୟସ୍ତ କରିବାରେ ସଫଳ ହୋଇଛି ।
-
Eknath Shinde-led govt reaches the majority mark of 144 in the Maharashtra Assembly, head count still going on. pic.twitter.com/4Gsh2PdTxQ
— ANI (@ANI) July 4, 2022 " class="align-text-top noRightClick twitterSection" data="
">Eknath Shinde-led govt reaches the majority mark of 144 in the Maharashtra Assembly, head count still going on. pic.twitter.com/4Gsh2PdTxQ
— ANI (@ANI) July 4, 2022Eknath Shinde-led govt reaches the majority mark of 144 in the Maharashtra Assembly, head count still going on. pic.twitter.com/4Gsh2PdTxQ
— ANI (@ANI) July 4, 2022
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ