ETV Bharat / bharat

ଅଣାୟତ କୋରୋନା, ମହାରାଷ୍ଟ୍ର ସମ୍ପୂର୍ଣ୍ଣ ଲକଡାଉନ

author img

By

Published : Apr 21, 2021, 10:36 PM IST

Updated : Apr 22, 2021, 5:47 PM IST

ମହାରାଷ୍ଟ୍ରରେ ଲାଗିଲା ସମ୍ପୂର୍ଣ୍ଣ ଲକଡାଉନ । ବୁଧବାର ରାତି 8ଟାରୁ ମେ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଲାଗିଛି । ଅଧିକ ପଢନ୍ତୁ...

ଅଣାୟତ କୋରୋନା, ମହାରାଷ୍ଟ୍ର ସମ୍ପୂର୍ଣ୍ଣ ଲକଡାଉନ
ଅଣାୟତ କୋରୋନା, ମହାରାଷ୍ଟ୍ର ସମ୍ପୂର୍ଣ୍ଣ ଲକଡାଉନ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗିଲା ସମ୍ପୂର୍ଣ୍ଣ ଲକଡାଉନ । ମଙ୍ଗଳବାର କୋରୋନା ସଂକ୍ରମଣ ସ୍ଥିତିକୁ ନେଇ ରାଜ୍ୟ କ୍ୟାବିନେଟର ବୈଠକ ବସିଥିଲା । ତେବେ ବୁଧବାର ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କ୍ରମାଗତ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ବଡ ନିଷ୍ପତ୍ତି ।

କ୍ୟାବିନେଟ ବୈଠକ ପରେ ମହାରାଷ୍ଟ୍ର ମନ୍ତ୍ରୀ ଅସଲମ ଶେଖ କହିଥିଲେ, ମହାରାଷ୍ଟ୍ର ସମ୍ପୂର୍ଣ୍ଣ ଲକଡାଉନ ଆଡକୁ ଗତି କରୁଛି । ବାବଦରେ ଗାଇଡଲାଇନ ଜାରି କରାଯାଇଛି ।

ବୁଧବାର ରାତି 8ଟାରୁ ମେ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଲାଗିଛି । ସେପଟେ ମଙ୍ଗଳବାର ଦେଶକୁ ସମ୍ବୋଧନ କରି ଲକଡାଉନରୁ ରାଜ୍ୟଗୁଡିକୁ ବଞ୍ଚିବାର ଆବଶ୍ୟକତା ଥିବା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Last Updated : Apr 22, 2021, 5:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.