ETV Bharat / bharat

ମହାରାଷ୍ଟ୍ରରେ ଲାଗିବ ଲକଡାଉନ !

ମହାରାଷ୍ଟ୍ରରେ ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ । କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ନେଇପାରନ୍ତି ବଡ ନିଷ୍ପତ୍ତି । ଅଧିକ ପଢନ୍ତୁ...

author img

By

Published : Apr 20, 2021, 7:14 PM IST

ମହାରାଷ୍ଟ୍ରରେ ଲାଗିବ ଲକଡାଉନ !
ମହାରାଷ୍ଟ୍ରରେ ଲାଗିବ ଲକଡାଉନ !

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ । କିଛି ସମୟ ପରେ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ରାଜ୍ୟରେ କ୍ରମାଗତ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ନେଇପାରନ୍ତି ବଡ ନିଷ୍ପତ୍ତି ।

କ୍ୟାବିନେଟ ବୈଠକ ପରେ ମହାରାଷ୍ଟ୍ର ମନ୍ତ୍ରୀ ଅସଲମ ଶେଖ କହିଛନ୍ତି, ମହାରାଷ୍ଟ୍ର ସମ୍ପୂର୍ଣ୍ଣ ଲକଡାଉନ ଆଡକୁ ଗତି କରୁଛି। ଏ ବାବଦରେ ଖୁବ ଶୀଘ୍ର ଗାଇଡଲାଇନ ଜାରି ହେବ ।

ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ବୁଧବାର ରାତି 8ଟାରୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିବାକୁ ଆମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଅନୁରୋଧ କରିଛୁ। ଏହା ସମସ୍ତ ମନ୍ତ୍ରୀଙ୍କ ଅନୁରୋଧ ଥିଲା । ତେବେ ମୁଖ୍ୟମନ୍ତ୍ରୀ ଏ ବାବଦରେ ଜନସାଧାରଣଙ୍କୁ ସମ୍ବୋଧିତ କରିପାରନ୍ତି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.