ETV Bharat / bharat

ସ୍ବାଧୀନତା ଦିବସ: ବଢୁଛି ତ୍ରିରଙ୍ଗା ମିଠାର ଚାହିଦା - ଜାତୀୟ ପତାକା

ଆସନ୍ତାକାଲି ଦେଶ ପାଳିବ ୭୫ ତମ ସ୍ବାଧୀନତା ଦିବସ । ଜାତୀୟ ପତାକା ତ୍ରିରଙ୍ଗାର ରଙ୍ଗର ବିଭିନ୍ନ ମିଠା ସହ ଭାରତ ମାନଚିତ୍ର ମଧ୍ୟ ତିଆରି କରିଛନ୍ତି ଦୋକାନୀ । ଅଧିକ ପଢନ୍ତୁ...

Independence Day : ମିଳୁଛି ତ୍ରିରଙ୍ଗା ରଙ୍ଗର ମିଠା, ଜାଣନ୍ତୁ କେଉଁଠି

author img

By

Published : Aug 14, 2021, 11:58 AM IST

ଲକ୍ଷ୍ନୌ: ଆସନ୍ତାକାଲି (ରବିବାର) ଦେଶ ପାଳିବ ୭୫ ତମ ସ୍ବାଧୀନତା ଦିବସ । ଏନେଇ ସବୁଠି ଜୋରଦାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଉତ୍ସବ ମୁଖର ହୋଇ ପଡିଛି ସାରା ଦେଶ । ଏ ଅବସରରେ ଉତ୍ତର ପ୍ରଦେଶର ଲକ୍ଷ୍ନୌର ଏକ ମିଠା ଦୋକାନୀ ତିଆରି କରିଛନ୍ତି ଜାତୀୟ ପତାକା ତ୍ରିରଙ୍ଗାର ରଙ୍ଗର ବିଭିନ୍ନ ମିଠା ସହ ଭାରତ ମାନଚିତ୍ର ମଧ୍ୟ ତିଆରି କରିଛନ୍ତି । ଯାହା ଦେଖିବାକୁ ଖୁବ ଆକର୍ଷଣୀୟ ଲାଗୁଛି । ତେବେ ଏଭଳି ମିଠା ଦେଖିବାକୁ ଗ୍ରାହକଙ୍କ ଗହଳି ମଧ୍ୟ ଦୋକାନରେ ଜମୁଛି ।

Independence Day : ମିଳୁଛି ତ୍ରିରଙ୍ଗା ରଙ୍ଗର ମିଠା, ଜାଣନ୍ତୁ କେଉଁଠି
Independence Day : ମିଳୁଛି ତ୍ରିରଙ୍ଗା ରଙ୍ଗର ମିଠା, ଜାଣନ୍ତୁ କେଉଁଠି

ତେବେ, ମିଠା ଗୁଡିକ ତିଆରି କରିବା ପାଇଁ ୩ ରଙ୍ଗକୁ ମଧ୍ୟ ସେ ବ୍ୟବହାର କରିଛନ୍ତି । କୌଣସି କେମିକାଲ ରଙ୍ଗ ନୁହେଁ । ବଂର ପ୍ରାକୃତିକ ରଙ୍ଗ । ଯାହା ଶରୀର ପାଇଁ ଖୁବ ଲାଭଦାୟକ । କମଳା ରଙ୍ଗ ପାଇଁ କାଶ୍ମୀରର କେଶରକୁ ବ୍ୟବହାର କରିଥିବା ବେଳେ ଧଳା ରଙ୍ଗ ପାଇଁ ଖୀରକୁ ବ୍ୟବହାର କରିଛନ୍ତି । ସେହିପରି ସବୁଜ ରଙ୍ଗ ପାଇଁ ପିସ୍ତା ସହ ପାଳଙ୍ଗ ଶାଗକୁ ମିଠା ତିଆରିରେ ବ୍ୟବହାର କରିଛନ୍ତି । କେବଳ ସେତିକି ନୁହେଁ ଏହାସହ ଭାରତ ମାନଚିତ୍ର ଆକାରର ମଧ୍ୟ ମିଠାରେ ତିଆରି କରାଯାଇଛି । ଏହାରି ମଝିରେ ଏକ ଗୋଲଡେନର ଏକ ପକ୍ଷୀ ରଖାଯାଇ ଥିବା ଦେଖିବାକୁ ମିଳିଛି । ଏହା ବ୍ୟତିତ ସ୍ବାଧୀନତା ଦିବସ ପାଇଁ ଅନେକ ମିଠା ତିଆରି କରିଛନ୍ତି ମିଠା ଦୋକାନୀ କାରିଗର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.