ETV Bharat / bharat

ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକଡାଉନ

author img

By

Published : May 23, 2021, 12:43 PM IST

ଦିଲ୍ଲୀରେ ପୁଣି ଆଉ ସପ୍ତାହେ ପାଇଁ ବଢିଲା ଲକଡାଉନ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଦିଲ୍ଲୀରେ ମେ' 31 ପର୍ଯ୍ୟନ୍ତ ବଢିଲା ଲକଡାଉନ
ଦିଲ୍ଲୀରେ ମେ' 31 ପର୍ଯ୍ୟନ୍ତ ବଢିଲା ଲକଡାଉନ

ଦିଲ୍ଲୀ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆଉ ଏକ ସପ୍ତାହ ବଢିଲା ଲକଡାଉନ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମେ 31 ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀରେ ଏବେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 1600 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦି ସଂକ୍ରମଣ ହ୍ରାସ ପାଏ ତେବେ ମେ 31 ପରେ ଦିଲ୍ଲୀ ଅନଲକ ମହାଁ ହୋଇପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.