ETV Bharat / bharat

ଦିଲ୍ଲୀରେ ମେ 24 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି

author img

By

Published : May 16, 2021, 4:58 PM IST

ଦିଲ୍ଲୀରେ ଆଗାମୀ ଗୋଟିଏ ସପ୍ତାହ ଅର୍ଥାତ ପରବର୍ତ୍ତି ସୋମବାର ପର୍ଯ୍ୟନ୍ତ ଲକଡାଉନ ବଢାଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରବିବାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀରେ ମେ 24 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି
ଦିଲ୍ଲୀରେ ମେ 24 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆଗାମୀ ଗୋଟିଏ ସପ୍ତାହ ଅର୍ଥାତ ପରବର୍ତ୍ତୀ ସୋମବାର ତଥା ମେ-24 ପର୍ଯ୍ୟନ୍ତ ଲକଡାଉନ ବଢାଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରବିବାର ସୂଚନା ଦେଇଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀରେ କୋଭିଡର ଦ୍ବିତୀୟ ଲହର ପାଇଁ ଏପ୍ରିଲ 19 ପର୍ଯ୍ୟନ୍ତ ଲକଡାଉନ କରାଯାଇଥିଲା ।

ଦିଲ୍ଲୀରେ ଆରୋଗ୍ୟ ହାର ଦୃତ ଗତିରେ ବୃଦ୍ଧି ପାଉଛି । କିଛିଦିନ ମଧ୍ୟରେ କୋରନା ସଂକ୍ରମଣ କ୍ଷେତ୍ରରେ ଦିଲ୍ଲୀକୁ ମିଳିଥିବା ସଫଳତାକୁ ମୁଁ ହାଲକା ଭାବେ ନେବାକୁ ଚାହୁଁନି ବୋଲି କହିଛନ୍ତି କେଜରିଓ୍ବାଲ । ସେ ଆହୁରି କହିଛନ୍ତି ଯେ, ଏପରି ପଦକ୍ଷେପ ନେବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ । ପରବର୍ତ୍ତୀ ସୋମବାର ପର୍ଯ୍ୟନ୍ତ ଏପରି ନିଷ୍ପତ୍ତି ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.